Satya Prakash
କବିତା

ବିଲେଇର ଛିଙ୍କ

ସକାଳୁ ସକାଳୁ ଘରୁ ବାହାରୁଣୁ
ଛିଙ୍କି ଦେଲା ଗୋଟେ ବିଲି
ବଦଳି ଗଲା ମୋ ଗନ୍ତବ୍ୟ ପଥଟି
ଦଣ୍ଡେ ମୁଁ ଅଟକି ଗଲି।।
ପରିବର୍ତ୍ତନ ମୋ ଆସିଗଲା ଗୋଟେ
ଭାବନା ବଦଳି ଗଲା
ଘଟିବାର ଯାହା ଭବିଷ୍ୟେ ବା ଥିଲା
ସବୁ କି ଓଲଟି ଗଲା।।

Related posts

Cigarette

satya

ଚରମପତ୍ର

satya

ଏକ ଅନୁଚିନ୍ତା health is wealth

satya

Leave a Comment

Login

X

Register