କବିତାବିଲେଇର ଛିଙ୍କsatya6th June 20197th June 2019 by satya6th June 20197th June 20190953 ସକାଳୁ ସକାଳୁ ଘରୁ ବାହାରୁଣୁ ଛିଙ୍କି ଦେଲା ଗୋଟେ ବିଲି ବଦଳି ଗଲା ମୋ ଗନ୍ତବ୍ୟ ପଥଟି ଦଣ୍ଡେ ମୁଁ ଅଟକି ଗଲି।। ପରିବର୍ତ୍ତନ ମୋ ଆସିଗଲା ଗୋଟେ ଭାବନା ବଦଳି ଗଲା ଘଟିବାର