Satya Prakash
କବିତା

ବିଶ୍ଵ ମହିଳା ଦିବସ

ଶିକ୍ଷା ସଂସ୍କୃତିର ନୋହିଲେ ବିକାଶ

ହଟିବନି ଅନ୍ଧକାର
ନାରୀ ଜାଗରଣ ନାରୀ ଜାଗୃତିଟି
ତହୁଁ ବଳି ଶ୍ରେୟସ୍କର ।।1

ଅର୍ଦ୍ଧାଧିକ ଯେଣୁ ମାନବ ସମ୍ବଳ
ଅଟଇ ମହିଳା ବଳ
ସେ ମହିଳାଙ୍କର ନୋହିଲେ ବିକାଶ
ସବୁ ହେବ ଅସଫଳ।। 2

ନାରୀ ଅବା ନର ସମସ୍ତେ ସମାନ
ନାଆଁକୁ ଭିନ୍ନ୍ ଯେ ଖାଲି
ସମସ୍ତଙ୍କୁ ଦେବା ସମ ଅଧିକାର
ଲିଙ୍ଗ ଭେଦ ଭାବ ଭୁଲି।।0
JUSTICE, DIGNITY, HOPE, COLLABORATION, EQUALITY, TENACITY, EMPATHY, RESPECT, APPRECIATION & FORGIVENESS
ଉଚ୍ଚାରଣ ଓ ଆଚରଣରେ ପରିପ୍ରକାଶ କରି ଆମେ କହିବା
HAPPY WOMEN’S DAY TO YOU ALL. THANKING YOU
BY SATYA PRAKASH

Related posts

ଗୃହ ପ୍ରବେଶ

satya

ମନ ପାରା mana para

satya

ନୂଆ ବରଷ ବରଷ ଉଣେଇଶି

satya

Leave a Comment

Login

X

Register