Satya Prakash
କବିତା

ଭେଳିକି

ଭେଳିକି
—by ସତ୍ୟ ପ୍ରକାଶ
ଗରୀବ ଗରୀବ ଗରୀବକୁ ଟିକେ
ସାହାଯ୍ୟ ନିଶ୍ଚେ ହୋଇବ
ନୋହିଲେ ଦିନେ ସେ ଗରୀବ ବାପୁଡ଼ା
ବୁଡିକି ନିଶ୍ଚେ ମରିବ।। 1
ଘର ତଳି ଖଣ୍ଡ ବିକ୍ରି କଲା ପରେ
ଖର୍ଚ୍ଚ ମୁଇଁ ତୁଲାଇଛି
ହାରି ଗଲା ପରେ ଚାଲି ଯିବ ସବୁ
ଯାହା ବାଜି ଲଗାଇଛି।। 2
ତେଣୁ ଆହେ ମୋର ଭୋଟର ଠାକୁର
କରିବନି ଟିକେ ଦୟା?
ଜୀବେ ପରା ଦୟା ତୁମ ଠାରେ ମୁଇଁ
ରଖିଥାଏ ଲୟ ସଦା।। 0
-କ’ଣ ଭଳି ଗଲେ କି?

Related posts

ଫଳନ୍ତି ଓ ଅଫଳନ୍ତି ବୃକ୍ଷ

satya

ସୁର ଓ ଅସୁର

satya

ଐକାନ୍ତିକ ଇଚ୍ଛା

satya

Leave a Comment

Login

X

Register