Satya Prakash
କବିତା

ଶାନ୍ତି peace

ଶାନ୍ତି
——by ସତ୍ୟ ପ୍ରକାଶ ସେଠୀ
ଖୁସିର ମଣିଷ ଦୁନିଆରେ କିଏ
କେହି କି ସେ କହି ପାରେ
ଦୁଃଖୀ ମଣିଷଙ୍କୁ ମୁଁ କିନ୍ତୁ ଚିହ୍ନିଛି
ଯିଏ ପ୍ରାଚୁର୍ଯ୍ୟର ଭରେ।। 1
ପ୍ରାଚୁର୍ଯ୍ୟର ଭରା ସୁଖ ଶାନ୍ତି ବିନା
ଜୀବନ ନିଷ୍ପ୍ରାଣ ହୁଏ
ଦରିଦ୍ର ଜୀବନ ଦେଇ ପାରେ କଷ୍ଟ
କିନ୍ତୁ ସୁଖ ଶାନ୍ତି ଥାଏ।।2
ମାନସିକ ଶାନ୍ତି ଏକା ସିନା ଗତି

ଶାନ୍ତି ବିନା ସବୁ ନାସ୍ତି

ସରସ ଜୀବନ ନିରସ ହେଲାଠୁଁ
କେଉଁଠୁ ବା ମିଳେ ମୁକ୍ତି।। 0

Related posts

ଦୁଷ୍କର

satya

ମୁଁ ଚାହେଁ ଜିଇଁବାକୁ ପୁଣି ଥରେ

satya

ଏଡ଼େ ଦାମ୍ଭିକତା

satya

Leave a Comment

Login

X

Register