Satya Prakash
କବିତା

ସୁର ଓ ଅସୁର


ଅସୁର ଦେବତା ଲଢେଇର ଶେଷେ

ଜିତଇ ଦେବତା ବଳ
ମିଥ୍ୟା ପଥେ ଥାଏ କଣ୍ଟକ ଯନ୍ତ୍ରଣା
ହାରିବେ ଅସୁର ଦଳ।। 0
ଅନ୍ୟାୟ ଯୁଦ୍ଧରେ ହାରିବାଟା ତୟ
ପରାଭବ ଗ୍ଲାନି ଭଜ
ଅନୀତି ଦୁର୍ନୀତି ସାଥୀ ସହଯୋଗୀ
ପଶିବ ପାଦରେ ଗୋଜ।। 1
ଭଲ ଲୋକକୁ ତ ତିରସ୍କାର ମିଳେ

ପୁରସ୍କାର ଯା’ର ପ୍ରାପ୍ୟ
ଅଧର୍ମ ଉପରେ ଧର୍ମର ବିଜୟ
ଅପେକ୍ଷାର ଫଳ ଫର୍କ।। 2

Related posts

ଲକ୍ଷ୍ମୀ ପୂଜା

satya

ଆଖି ସାମ୍ନାରେ ଦେଖୁଛି ଦୁନିଆଟା କିପରି

satya

ଯମଜ ଭ୍ରାତା

satya

Leave a Comment

Login

X

Register