ପ୍ରବନ୍ଧଆତ୍ମ ପ୍ରତ୍ୟୟ ନା ଆତ୍ମଶ୍ଲାଘାsatya15th August 201815th August 2018 by satya15th August 201815th August 20187 2247 ଅପ୍ରାପ୍ତି ଜନକ ହତାଶାରେ ସଢ଼ୁଥିବା, ଯୁବବନ୍ଧୁମନାନଙ୍କ ପାଇଁ ଖାସ୍ କରି ମୋର ମାତ୍ର କେଇ ପଦ କଥା। ଦେଶର ଅଗ୍ରଗତି ହେଉ ବା ଅର୍ଥନୈତିକ ବିକାଶ ଅବା ପୁଣି ସାମାଜିକ ପରିବର୍ତ୍ତନ – ସବୁ
କବିତାସମାନତା ଆମ ଅଧିକାରsatya14th August 201814th August 2018 by satya14th August 201814th August 20180775 ଭାରତୀୟ ସମ୍ବିଧାନ ପ୍ରଣେତା ପ୍ରବୀଣ କରିଥିଲେ ବିଧି ବ୍ୟବସ୍ଥା ଧାରା ଅଠରରେ ଲୋପ ହେବ ସାଙ୍ଗିଆ ରହିବ କେବଳ ଯେ ନାଆଁ।। ହଟିବ ରାଜା ରାଜୁଡାଙ୍କ ପଦପଦବୀ ରହିଲେ ପାରେ ବା ରହି କିଛି
Uncategorisedଆୟେନ୍ଦାsatya13th August 201813th August 2018 by satya13th August 201813th August 20180574 ଅନ୍ୟ ପାଇଁ ମଙ୍ଗଳ ବିଧାନ ପ୍ରଚେଷ୍ଟାରୁ ମିଳଇ ପୁରସ୍କାର ଦୁଃଖ ସେହି ଦୁଃଖକୁ ଅଙ୍ଗୀକାର କର ବା ନ କର ଝରେ କି ଝରଣା ସୁଖର? 1 ଦୁଃଖର ସେଇ ଅତି ଭୀଷଣତାକୁ ତୁମେ
Uncategorisedନାହିଁ ନାହିଁରେ ନାହିଁ କାରsatya13th August 201813th August 2018 by satya13th August 201813th August 20180627 କଣ୍ଟା ନାହିଁ କଷ୍ଟ ନାହିଁ କଷ୍ଟ ନାହିଁ ରିଷ୍ଟ ନାହିଁ ରିଷ୍ଟ ନାହିଁ ଈଷ୍ଟ ନାହିଁ ଈଷ୍ଟ ନାହିଁ କ୍ଲିଷ୍ଟ ନାହିଁ।। ଭାଇ ନାହିଁ ବଳ ନାହିଁ ବଳ ନାହିଁ କଳ ନାହିଁ କଳ
Uncategorisedବର୍ଷା ଆହ୍ଵାନsatya12th August 201813th August 2018 by satya12th August 201813th August 20180895 ବର୍ଷା ଗୋ ତୁମେ କି ସତେ ଅଭିମାନୀ ସାଜିଲଣି ପୁଣି ଆଜି ଆଗରୁ କାହିଁ ତ ନଥିଲ ଏମିତି ବର୍ଷୁ ଥିଲ ଦେଲେ ଡାକି।। ଠିକଣା ସମୟେ ହେଉଥିଲା କ୍ଷେତି ପଡ଼ୁ ନଥିଲା ଭାଳେଣି
English PoemOh my Theo! help mesatya12th August 201812th August 2018 by satya12th August 201812th August 2018237 26820 Oh my Theo! help me I’m a helpless charm OH My Theo! help me I’m a imbecile child Oh my Theo! help me I’m lacking
କବିତାବାଘ baghasatya11th August 2018 by satya11th August 20182 1598 ଯେ ଡାଳ ଧରିଲି ସେ ଡାଳ ଭାଙ୍ଗିଲା କେଉଁ ଡାଳ ମିଳିଲାନି ଏ ଡାଳ ବୋଲିଣ ସେ ଡାଳ ଧଇଲି କେଉଁ ଡାଳ ସହିଲାନି।।1 ବାଘ ପରି ଦୁଃଖ କେଡ଼େ ବଡ଼ ବାଘ ପଛେ
କବିତାମୁଁ – କିଏ ଏକ ପ୍ରଶ୍ନବାଚୀ ?satya11th August 201812th August 2018 by satya11th August 201812th August 20180725 ମୁଁ – କିଏ? ମୋର ଆତ୍ମ ପରିଚିତି?? ଖୋଜି ପାଏନା ଉତ୍ତର ମୋର ଏଠି ସ୍ଥିତି? ପ୍ରଶ୍ନିଳ ମୁଦ୍ରାରେ ପ୍ରଶ୍ନ ଚିହ୍ନଟି ଶେଷର।। 1 ମୁଁ – କିଏ? କାହିଁକି?? କେଉଁଠୁ ଆସିଲି??? କ’ଣ
କବିତାଚାରା ଗଛଟିଏ chara gachhatiaesatya10th August 201823rd August 2018 by satya10th August 201823rd August 201811172 ଚାରା ଗଛଟିଏ ବାଡ଼ି ବଗିଚାରେ ରୋପିଲି ନେଇ ଯତନେ ପବନର ସାଥେ ହୋଇ ଏକ ମେଳ ଥାଏ ହରଷିତ ମନେ।। 1 ମନ ମତାଣିଆ ଗାଇଣ ସେ ଗୀତ ଖେଳଇ ଯେ ଦୋଳି ନିତି
କବିତାଏମ୍ ଓ ୟୁ MOUsatya9th August 20189th August 2018 by satya9th August 20189th August 20180619 କେତେ ଏମ୍ ଓ ୟୁ ପରେ ଏମ୍ ଓ ୟୁ ପତ୍ର ଏଠି ନିତି ଯେ ସାଇନ୍ ହୁଏ ଶିଳ୍ପର ଅଭିବୃଦ୍ଧି ଲାଗି ନୂଆ ବୁଝାବଣା ଚାଲେ।। ବେଦାନ୍ତ ଭୂଷଣ ପରି ଯେତେ ଦେଶ