କବିତାକାକଟପୁର ବାସିନୀsatya18th September 2018 by satya18th September 201801598 କାକଟପୁରେ ମା’ ମଙ୍ଗଳା ମନ୍ଦିର ପଞ୍ଚଦଶ ଶତାବ୍ଦୀର ଯାହା ଉତ୍କଳୀୟ ଐତିହ୍ୟ ସମ୍ପନ୍ନ ପ୍ରାଚୀନ ଚାରୁ ଭାସ୍କର୍ଯ୍ଯ।। 1 ତୁମେ ବୌଦ୍ଧ ତାରା ହିନ୍ଦୁ ଶକ୍ତି ରୂପା ତୁମକୁ ସ୍ଥାପନା କରେ ଭକତ ଚରଣ
କବିତାହଂସାରୂଢ ଆହେ ବିଶ୍ୱକର୍ମାsatya17th September 2018 by satya17th September 201801482 ଅଦିତି ଗର୍ଭସ୍ଥ କଶ୍ୟପ ଔରସୁ ହେଲ ପରା ତୁମେ ଜାତ କଳା ଭାସ୍କର୍ଯ୍ଯ ଶିଳ୍ପରେ ନିପୁଣ ତୁମେ ଅଟ କାରିଗର।। 1 କେତେ ଯେ ସହର କେତେ ଯେ ପ୍ରାସାଦ ଦେବତାଙ୍କ ପାଇଁ ଗଢ
English PoemPuzzlesatya13th September 2018 by satya13th September 20187 1846 Sailed life boat in the ocean of time Gained experience in the long voyage A sacrificing character, subjugated always A benevolent worker, rewarded with bad
କବିତାବିଘ୍ନନାଶକ ମହାବିନାୟକsatya13th September 201813th September 2018 by satya13th September 201813th September 20183 1627 ଜୟ ବିଦ୍ୟାଦାତା ଗଣପତି ବାବା ବିଦ୍ୟାର ଭଣ୍ଡାର ତୁମେ ପେଟଟା ଥନ୍ତଲା ବୋଲି ତ ଭୋକରା ବୁଦ୍ଧି କିନ୍ତୁ ଥାଏ ବାଟେ।। 1 ଏଡ଼େ ଅବାଗିଆ ମୁହଁଟା ହେଲେ ହେଁ ବିଦ୍ୟା ବୁଦ୍ଧି ସବୁ
କବିତାଏଡ଼େ ଦାମ୍ଭିକତାsatya12th September 201813th September 2018 by satya12th September 201813th September 20185 1042 ଏଡ଼େ ଦାମ୍ଭିକତା ବଡ଼ ପଣିଆଟି କେମିତି ପାଟିରୁ ଝଡ଼େ କେଉଁ ବଡ଼ ପଣେ ଏଡ଼େ ବଡ଼ କଥା ନ ଆଣି ସଂଶୟ କହେ।। 1 ତୁମେ କି ଉପରେ ସବୁରି ଉପରେ କାହାରିକୁ ଡର
କବିତାକେବଳ ଦେଖନ୍ତିsatya10th September 201810th September 2018 by satya10th September 201810th September 20180987 ମୁଁ ଯଦି ଯାଆନ୍ତି ଦେବତାଟି ହୋଇ ସବୁ କିଛି ଦେଖୁଥାନ୍ତି ନୀରବରେ ରହି ହେଲେ କାହାରିକୁ କହନ୍ତିନି ସେତେ କିଛି।। 1 ସମସ୍ତଙ୍କୁ ମୁଇଁ ପାଆନ୍ତି ଯେ ଭଲ ନଦେଇ କାହାକୁ ଦଣ୍ଡ
କବିତାଅବଦୁଲ କାଲାମsatya10th September 201810th September 2018 by satya10th September 201810th September 20180828 ତୁମେ ଅବଦୁଲ ବିଜ୍ଞାନୀ ମଣିଷ ବୈଜ୍ଞାନିକ ତୁମ ନିଶା ଦେଶର ବିକାଶ ସମ୍ଭବ ଯେ ହେଲା ଥିଲା ତୁମ ଅଭିଳାଷା।।1 ସରଳ ସୌକର୍ଯ୍ୟ ଜୀବନ ଚର୍ଯ୍ୟାଟି ନୁହେଁ ତୁମେ ବିଳଷିତ ଜୀବନ କଷଣ ସହି
English PoemMy wishsatya9th September 201810th September 2018 by satya9th September 201810th September 201801376 You may believe or not I will die tomorrow, it is must What shall you do for me Will you cry for a longer Will
ଗଳ୍ପଦୁର୍ଘଟଣାsatya8th September 2018 by satya8th September 20180725 ଜୀବନରେ ଅହରହ ଅନେକ ଘଟଣା ଘଟେ । ମାତ୍ର ସବୁ ଘଟଣା ବିଘଟଣ ନୁହେଁ; କି ସବୁ ବିଘଟଣ ଦୁର୍ଘଟଣା ନୁହେଁ । ଦୁର୍ଘଟଣା ଯେଣୁ ବିନା ନିମନ୍ତ୍ରଣର ଅତିଥି ; ନା ତା’ପାଇଁ
ଗଳ୍ପଶୀତଳ ତୁଣ୍ଡିsatya8th September 201812th September 2018 by satya8th September 201812th September 201801908 ଯୈାତୁକ, ଯୈାତୁକ, ଓଃ-କି ପ୍ରଚଣ୍ଡ– ଏ ? କି ଭୟଙ୍କର — ଏ ଶବ୍ଦ? ନା-ନା.. ଆଉ ଚଳି ହେବ ନାହିଁ, ଆଉ ବଞ୍ଚିହେବ ନାହିଁ– ଏ ସଂସାରରେ । ଯେଉଁ ଆଡ଼େ ଚାହଁ