ଗଳ୍ପଆଲୋକର ଅନ୍ତରାଳେsatya8th September 20188th September 2018 by satya8th September 20188th September 20180860 ଦିନାନ୍ତ ସ୍ପର୍ଶ କରିଥିଲା ନଈ ବନ୍ଧର ତଳେ କ୍ରମଶଃ । ରଜନୀର ସଙ୍ଗମକୂଳ ଦିନକର ଆବେଗମୟ ପ୍ରାଣରେ ଗତିଶୀଳ ହେଉଥିଲେ । ରକ୍ତ ଅରୁଣିମାର ରଙ୍ଗ ସାଗରରେ ସନ୍ତରଣ କରୁଥିଲା ଧରଣୀର ପୁଲକିତ
ଗଳ୍ପଭାଗ୍ୟsatya8th September 201811th September 2018 by satya8th September 201811th September 201801747 ଜହ୍ନ ରାତିର କୋମଳ ପରଦା ତଳେ ଫୁଲି ଉଠୁଥିଲା ଶସ୍ୟ ମାଳର ଶୋଭା । ଦୂରନ୍ତ ବାଦଲ ମାଳ ଖୋଜି ବୁଲୁଥିଲେ ନୀଳ ସାମ୍ରାଜ୍ୟର ଶ୍ରେଷ୍ଠ ଅତିଥି ଚାନ୍ଦ । ଗ୍ରାମ ପ୍ରାନ୍ତରର ଝଙ୍କାଳିଆ
ଗଳ୍ପକୃତିsatya8th September 20189th September 2018 by satya8th September 20189th September 201801294 ଏଇ ଦେଖ ଆକାଶ ବକ୍ଷରେ …………..ସେ କ’ଣ ? ଓଃ ସେହି ମହାପୁରୁଷ ମାନଙ୍କର ଚିତ୍ରନା ? ପୁଣି ଲୁଚିଗଲା ଯେ ? ନା ନା ମନର କାହିଁ ସ୍ଥିରତା ତ ଆସୁନାହିଁ ।
ଗଳ୍ପଆମ ସ୍ୱୟଂ ସହାୟିକା ଗୋଷ୍ଠୀsatya8th September 20189th September 2018 by satya8th September 20189th September 20180744 ସେଦିନ ମାର୍ଗଶିର ମାସ ଗୁରୁବାର । ଆଗ ରାତିରୁ ଛୁଆବୋହୂଟାକୁ ନିଦ ନାହିଁ । ସଅଳ ବିଛଣାରୁୂ ଉଠି ପଡ଼ି ବାସି ପାଇଟିରେ ଲାଗି ଯାଇଥାଏ । ଘରଦ୍ୱାର ଲିପା ପୋଛା ସାରିଲେ ତେଣିକି
ଗଳ୍ପବିଜିତା ଆରୋହିଣୀsatya8th September 201827th October 2018 by satya8th September 201827th October 20180889 ସେଦିନ ମଧୁରାତି । ବର କନ୍ୟାର ମନ ଦୋଳି ଉଡ଼ି ଯାଉଥିଲା କାହିଁ କେଜାଣି ଦୂରକୁ ଦିଗହରା ମାଧବୀ ଫୁଲର ଗଂଧ ଏବଂ ଝରକା ଫାଙ୍କର ଛିଟା ଛିଟା ଚନ୍ଦ୍ରକାନ୍ତି ମଧୁ ରାତିର ପ୍ରତ୍ୟେକ
ଗଳ୍ପନୀଳ ଗଗନର ପଥିକsatya8th September 201815th September 2018 by satya8th September 201815th September 201801036 ମୋଡ଼ି ମୋଡ଼ି ହୋଇ ପାହାଡ଼ ଚୂଡ଼ା ବଢ଼ିଯାଇଥିଲା ଉପରକୁ –ଢେର ଉପରକୁ । ସେଇଠି ସେ ଆକାଶ ଛୁଁଏ, ମେଘର ବାଟ ଅଟକାଏ, କେତେ ପଶୁ ପକ୍ଷୀଙ୍କ ବସା ହୁଏ । ପୁଣି ଆକାଶଟା
ଗଳ୍ପସରଗ ତଳେsatya8th September 20188th October 2018 by satya8th September 20188th October 20186 1547 ଦୂର ଦିଗ୍ ବଳୟର ନୂଆଁଣିଆ ଆକାଶ ବୁକୁରେ ଉଙ୍କି ମାରୁଥିଲେ ଅସ୍ତଗାମୀ ସୂର୍ଯ୍ୟର କେତୋଟି ଆଲୋକ ରେଖା । ନଦୀ ପଠାର ଦହଲା ତଣ୍ଡୀ ଗୁଡ଼ାକ ମୁଣ୍ଡ ହଲାଇ ନାଚୁଥିଲେ ସ୍ରୋତସ୍ୱିନୀ ସ୍ୱରର ତାନେ
ଗଳ୍ପଅସ୍ତାଚଳର ସୂର୍ଯ୍ୟsatya8th September 20189th September 2018 by satya8th September 20189th September 20180882 ଗୋଧୂଳିର କ୍ଷୀଣପ୍ରଭା ରବି । ଅସ୍ତାଚଳର ସିଂହାସନ ବ୍ୟସ୍ତଥିଲା ବୁଣିବାରେ ରକ୍ତ ମୁରୁଜର ନୀଡ଼ ।ସୁନା ପତିରିଆ ଖରା ତଳେ ଛିଡ଼ା ହୋଇ ହସି ଉଠିଲେ ବୃଦ୍ଧ ସୂର୍ଯ୍ୟମଣି-ସଇତାର ଭାଇ । ଅସ୍ତାଚଳର ଦୋଳିରେ
ଗଳ୍ପଶେଷ କେଇପଦ କଥାsatya8th September 20189th September 2018 by satya8th September 20189th September 20180706 ବହୁ ପୁରାକାଳର କଥା । ଦେଶ ମାତୃକା ବକ୍ଷରୁ ପରାଧୀନତାର ରବି ଅସ୍ତମିତ ହୋଇ ନ ଥାଏ । ଅନ୍ଧକାର ଅଶିକ୍ଷା ଜନୀତ ହତାଶାରେ ଯେଉଁଠି ଜନତା ଉପେକ୍ଷିତ ହୁଏ, ଆମେ ସେ
ଗଳ୍ପଭୋଦେଇ ଖରାsatya8th September 20189th September 2018 by satya8th September 20189th September 20182 1246 ପ୍ରଚଣ୍ଡ ରୌଦ୍ରକ୍ଲିଷ୍ଟ ନିଦାଘର ଝାଞ୍ଜି ପରେ ଆସେ ବର୍ଷାର ରାଜୁତି । ଘନ ଘନ ମୈାସୁମୀ ପ୍ରବାହରେ ପ୍ରବହମାନ ହୋଇଉଠେ ଧରିତ୍ରୀର ବକ୍ଷ, ନବ ପଲ୍ଲବରେ ପଲ୍ଲବିତ ହୋଇ ସାରିଥାଏ ବୃକ୍ଷ ରାଜି ।