କବିତାମୁଁ ଯଦି ବିଜୟୀ ପ୍ରାର୍ଥୀ ହୁଅନ୍ତିsatya23rd March 2019 by satya23rd March 20190754 ମୁଁ ଯଦି ହୁଅନ୍ତି ବିଜୟୀ ପ୍ରାର୍ଥୀ —–by ସତ୍ୟ ପ୍ରକାଶ ସେଠୀ ମୁଁ ଯଦି ଏଥର ନିର୍ବାଚନ ଲଢ଼ି ବିଜୟୀ ପ୍ରାଥୀ ହୁଅନ୍ତି ଆଗ ନିଜ ଲାଗି ସୁଉଚ୍ଚ ସୌଧଟେ ଅବଶ୍ଯ ନିର୍ମାଣ କରନ୍ତି।।
କବିତାଏମିତି କେମିତି ହୁଏsatya22nd March 2019 by satya22nd March 20190626 ଏମିତି କେମିତି ହୁଏ? ଏମିତି କେମିତି ବିପରୀତ ହୁଏ ଥିଲେ ହାତ ଛଡ଼ା କରେ ନଥିଲେ ମଣିଷ ଘୂରି ସାରି ହୁଏ ପାଇବା ଆଶାରେ ଘୂରେ।। 1 ଏମିତି କେମିତି ହୁଏ? ମଧ୍ୟାହ୍ନର ଜାଳ
କବିତାହୋଲିରେ ହୋଲିsatya22nd March 201922nd March 2019 by satya22nd March 201922nd March 20190770 ରାଧା ପ୍ରେମେ ପଡି କୃଷ୍ଣ ରାୟ ହୋଲି ବ୍ରଜ ରାଜ୍ୟେ ଖେଳି ଥାଏ ମହାଭାରତର କାଳୁ କାଳ ଯାଏଁ ଏ ପର୍ବ ପାଳିତ ହୁଏ।। 1 ହିରଣ୍ୟ କାଶ୍ୟପ ଭଉଣୀ ହୋଲିକା ଭାଇର ଆଦେଶ
Uncategorisedଏକ ହାସ୍ୟ କଥାsatya20th March 2019 by satya20th March 20190746 Script ଏକ ହାସ୍ୟ କଥା ——by ସତ୍ୟ ପ୍ରକାଶ ସେଠୀ -ଲୋ ଠାକୁ ମା! କୁଆଡେ ଯାଇଥିଲୁ କି? -ତୁ କିଏ କହନି? ତୁ ସେ ଉପର ସାହିର ହଗୁରା କି ବେ? _ହଁ
କବିତାସେଦିନ ମୁଁ କହୁ ନଥିଲି ନା!satya19th March 201919th March 2019 by satya19th March 201919th March 20190659 ସେଦିନ ତୁମକୁ ମୁଁ କହୁଥିଲି ନା ଜୀବନଟା ନିରର୍ଥକ ବୋଲି ତୁମେ କିନ୍ତୁ ଓଲଟା ପ୍ରଶ୍ନ ବାଢିଲ.. ସେମିତି କହିବନି ବୋଲି।। ଠିକ୍ ଅଛି ମୁଁ ବି ଆଉ କହୁ ନାହିଁ କିନ୍ତୁ ଦେଖୁନ
କବିତାହୋଲିରେ ହୋଲିsatya19th March 2019 by satya19th March 20190767 ରାଧା ପ୍ରେମେ ପଡି କୃଷ୍ଣ ରାୟ ହୋଲି ବ୍ରଜ ରାଜ୍ୟେ ଖେଳି ଥାଏ ମହାଭାରତର କାଳୁ କାଳ ଯାଏଁ ଏ ପର୍ବ ପାଳିତ ହୁଏ।। 1 ହିରଣ୍ୟ କାଶ୍ୟପ ଭଉଣୀ ହୋଲିକା ଭାଇର ଆଦେଶ
କବିତାବାବୁ ଚୋରsatya18th March 2019 by satya18th March 20190848 ବାବୁ ଚୋର ————— କାହାଠୁଁ ଆମର ନାହିଁ ପାଇବାର ଆଶା ଅଭିଳାଷା କିଛି ତଥାପି ହାତୀ ନେ ଘୋଡ଼ା ବି ଦେବାର କାହିଁକି ନାଟକ ମିଛି? 1 ଏଡ଼େ ଠକ ତୁମେ ଜାଣିଥିଲେ ଆମେ
କବିତାଫୁଟାଣିଆଙ୍କୁ ପଦେsatya17th March 2019 by satya17th March 20190710 ଫୁଟାଣିଆଙ୍କୁ ପଦେ ———————- ଫୁଟାଣିଆଙ୍କର ବାର ବାଟି ଚାଷ ବଡ଼ କଥା ଗଲା ନାହିଁ ମୁହଁଟା ହେଲେ ହେଁ ଇସ୍ପାତଠୁଁ ଟାଣ ପାଦ ସନ୍ନିପାତ କାହିଁ 1 ଯେତେ ବଡ଼ କଥା କହୁଥିଲ ତୁମେ
କବିତାଏମାନଙ୍କୁ ଟିକେ ପାରି କର ହେ ହାରି ଗୁହାରୀsatya17th March 2019 by satya17th March 20190696 ଏମାନଙ୍କୁ ଟିକେ ପାରି କର —-by ସତ୍ୟ ପ୍ରକାଶ ସେଠୀ ଦୁନିଆଟା ବଡ଼ ବେଇମାନ୍ ପରା କେହି ନୂହେଁ ସେ ଯେ କାହାର ନିଜ ନିଜ ସ୍ୱାର୍ଥେ ସଭିଏଁ ତ ବ୍ୟସ୍ତ କିଏ ହେବ
କବିତାନିସ୍ତାର କାହିଁsatya17th March 2019 by satya17th March 20190705 ଜନତା ତାତିଲେ ଖେଦି ଗୋଡାଇବେ ଭୋଟ ପାରିବନି ରଖି ଚଣ୍ଡି ଚାମୁଣ୍ଡା ବି ପାଖ ଛାଡ଼ିଦେବେ ତୁମର ଅବସ୍ଥା ଦେଖି।। 1 ରାଜନେତା ତୁମେ ବୁଲୁଛ ତ ଘର ଡହଳବିକଳ ମନ ଭୋଟର ତଡନ୍ତି