Satya Prakash
କବିତା

ମାତ ହିଙ୍ଗୁଳାଈ

ମାତ ହିଙ୍ଗୁଳାଈ      ନମଇ ଚରଣେ

ଦେଇ ଭକତି ସୁମନ

ଅଜ୍ଞାନ ପରାଏ        ଜାଣେ ନାହିଁ କିଛି

ଧ୍ୟାତ ଧ୍ୟାନୀ ଧ୍ଯେୟେ ଧ୍ଯାନ ।।1

ନୀତି ନିୟମର          କଷଟି କଷିଛୁ

ଏରୁଣ୍ଡି ପାରୁନି ଡେଇଁ

ଭକ୍ତି ମାର୍ଗଟା କି         କଷ୍ଟିଆ ଗଣିତ

କଷି ନପାରଇ ମୁଇଁ।। 2

ବୁଝି ନାହିଁ କାଆଁ          ପଚାରିନି କାହେ

ପୂଜିବି କେମିତି ଦେଇ

ପାରୁନି ପୁଣି ଯେ          ତୋତେ ମୁହିଁ ବୁଝି

ଦୁର୍ବୋଧ ଲାଗୁଛି ସେଇ।। 3

Written by :

Satya Prakash Sethy

 

 

Related posts

ଅନାଥ

satya

ଦୁର୍ଗତିନାଶିନୀ durgatinadini

satya

ମହା ବିନାଶ

satya

Leave a Comment

Login

X

Register