Satya Prakash
କବିତା

ଗୁପ୍ତ ଗାଥା by satya prakash

ଶୁଣ ସୁଧୀଜନେ ନରମେ କହୁଛି

ମରମର ପରା କଥା

ଏକଥା ହେଜିଲେ ନିଶ୍ଚେ ହେଜିବଟି

ଜୀବନର ଗୁପ୍ତ ଗାଥା।।1

ଉଚିତ ହେବଟି ଶିକ୍ଷାର ପୁର୍ବରୁ

ଶିଖିବା ତହୁଁ ସଂସ୍କାର

ପୁଣି ଯେ ବେପାର କରିବା ଆଗରୁ

ଶିଖିବା ସୁବ୍ୟବହାର।। 2

ଦେବତାଙ୍କ ଆଗୁ ଚିହ୍ନିବା ଯେବେଟି

ମାତାପିତାଙ୍କୁ ଆମେଟି

ଜୀବନ ତମାମ ଯେତେ ଦୁଃଖ କଷ୍ଟି

ସବୁ ଯିବ ଛାଏଁ ହଟି।। 3

Written by:

Satya Prakash Sethy

 

Related posts

ନୂଆ ବରଷ ବରଷ ଉଣେଇଶି

satya

ଭାଇ! ବନାମ ବାବୁ!

satya

ଆନ୍ତର୍ଜତୀୟ ଅଗ୍ନିଶମ ଦିବସ

satya

Leave a Comment

Login

X

Register