Satya Prakash
Uncategorised

ନାହିଁ ନାହିଁରେ ନାହିଁ କାର

କଣ୍ଟା ନାହିଁ କଷ୍ଟ ନାହିଁ 

କଷ୍ଟ ନାହିଁ ରିଷ୍ଟ ନାହିଁ

ରିଷ୍ଟ ନାହିଁ ଈଷ୍ଟ ନାହିଁ

ଈଷ୍ଟ ନାହିଁ କ୍ଲିଷ୍ଟ ନାହିଁ।।

ଭାଇ ନାହିଁ ବଳ ନାହିଁ

ବଳ ନାହିଁ କଳ ନାହିଁ

କଳ ନାହିଁ ଭଳ ନାହିଁ

ଭଳ ନାହିଁ ଫଳ ନାହିଁ।।

ଜ୍ଞାନ ନାହିଁ ବୁଦ୍ଧି ନାହିଁ

ବୁଦ୍ଧି ନାହିଁ କାମ ନାହିଁ

କାମ ନାହିଁ ଧନ ନାହିଁ

ଧନ ନାହିଁ ମନ ନାହିଁ।।।

ମନ ନାହିଁ ପଣ ନାହିଁ

ପଣ ନାହିଁ ଗଣ ନାହିଁ

ଗଣ ନାହିଁ ଜଣ ନାହିଁ

ଜଣ ନାହିଁ କେହି ନାହିଁ।।

ନାହିଁରେ ତ ନାହିଁକାର

ଜୀବନ ହେବ ନିଷ୍ଫଳ

ତେଣିକି ସବୁ ବେକାର

ଜୀବନ ହୁଏ ଅସାର ।।

 

 

 

Related posts

ଲେମ୍ବୁ ଦିବସ

satya

ଆନବାସୀ

satya

A special moment in my Tarago High school on 31/10/2018

satya

Leave a Comment

Login

X

Register