Satya Prakash
କବିତା

ନିସ୍ତାର କାହିଁ

ଜନତା ତାତିଲେ ଖେଦି ଗୋଡାଇବେ
ଭୋଟ ପାରିବନି ରଖି
ଚଣ୍ଡି ଚାମୁଣ୍ଡା ବି ପାଖ ଛାଡ଼ିଦେବେ
ତୁମର ଅବସ୍ଥା ଦେଖି।। 1
ରାଜନେତା ତୁମେ ବୁଲୁଛ ତ ଘର
ଡହଳବିକଳ ମନ
ଭୋଟର ତଡନ୍ତି ହିସାବ ମାଗନ୍ତି
ଦେଉ ନାହିଁ ସନମାନ।। 2
ବିଗତ ଦିନର କାମର ହିସାବ
ନଦେଲେ ତ ଭୋଟ ନାହିଁ
ନୋଟ୍ ଦିଅ ପଛେ ଭୋଟ କିନ୍ତୁ ନାହିଁ
ତୁମକୁ ନିସ୍ତାର କାହିଁ ।।
-by ସତ୍ୟ ପ୍ରକାଶ ସେଠୀ
କି ହୋ କ’ଣ ହେଲା କି

Related posts

ଗାନ୍ଧୀ ଜୟନ୍ତୀ Gandhi Jayanti

satya

କେବଳ ଦେଖନ୍ତି

satya

ଜାତୀୟ ପଞ୍ଚାୟତିରାଜ ଦିବସ

satya

Leave a Comment

Login

X

Register