Satya Prakash
କବିତା

ବାବୁ ଚୋର

ବାବୁ ଚୋର
—————
କାହାଠୁଁ ଆମର ନାହିଁ ପାଇବାର
ଆଶା ଅଭିଳାଷା କିଛି
ତଥାପି ହାତୀ ନେ ଘୋଡ଼ା ବି ଦେବାର
କାହିଁକି ନାଟକ ମିଛି? 1
ଏଡ଼େ ଠକ ତୁମେ ଜାଣିଥିଲେ ଆମେ
ପାଖ କି ଯେ ମାଡ଼ି ଥା’ନ୍ତୁ
ଭଲ ହେଲା ତୁମେ ଚିତା କାଟି ଦେଲ
ନୋହିଲେ କି ବୁଝିଥାନ୍ତୁ?2
ଧପ୍ପାବାଜିଆରେ କର ଗୁରୁ ଜ୍ଞାନ
ସୁଧୁରି ଯା’ ବାବୁ ଚୋର
ନୋହିଲେ ଖାଇବୁ ଢିପାଳୀ ଯେତକ
କହୁ ଥିବୁ ରକ୍ଷାକର।। 3
–by ସତ୍ୟ ପ୍ରକାଶ ସେଠୀ – –

Related posts

World telecommunication day

satya

Krushna ସାର୍ – ଏକ ଆକଳନ

satya

ଶାନ୍ତି peace

satya

Leave a Comment

Login

X

Register