Satya Prakash
କବିତା

ଅବସ୍ଥା ବେହାଲ୍

ତଥାପି ଥମୁନି…
—-by ସତ୍ୟ ପ୍ରକାଶ ସେଠୀ
ଅବସ୍ଥା ବେହାଲ୍ ଜନତାଙ୍କ ଦୁଃଖ
ଆଜି ବି ବର୍ଣ୍ଣନାତୀତ
ବେଳେବେଳେ ପାଣି ରିଲିଫ୍ ହୋ ହାଲ୍ଲା
ସନ୍ଧ୍ୟା ହେଲେ ଅନ୍ଧକାର।। 1
କା ଘର ଉପରୁ ଛାତ ଉଡିଛି ତ
କିଏ କାନ୍ଦେ ବୁକୁ ଚିରି
କେମିତି ଯୁଝିବା ଜାଣି ହେଉ ନାହିଁ
କୋହ ଉଠେ ମନେ ଭାରି।। 2.

ହରେଇ ଆତ୍ମୀୟ କରାଳ ବାତ୍ୟାରେ

ଦୁଃଖ ଭାଗ ଥମୁ ନାଇଁ
ବାହାରେ ବତାସ ଭିତରେ ବତାସ
ମୁଣ୍ଡ କରେ ଟାଇଁଟାଇଁ।।

Related posts

ଦମା

satya

ସେଇ ଏକା ବନ୍ଧୁ ସବୁଠୁଁ ପ୍ରିୟ ବନ୍ଧୁ

satya

National anti terrorism day

satya

Leave a Comment

Login

X

Register