Satya Prakash
କବିତା

Anti tobacco day ନିଶା

Anti tobacco day
—-by ସତ୍ୟ ପ୍ରକାଶ ସେଠୀ
ନିଶା କବଳିତ କରୁଛି ଆଜି ଯେ
ପ୍ରତିଟି ଲୋକର ଘରେ
ଯେତେ କର ପଛେ କଟକଣା ସବୁ
ବେକାର ହେଉଛି ପରେ।। 0
ସରକାର କହେ ରାଜସ୍ଵ ବଢୁଛି
ତହିଁ କି ହିସାବ ଚାଲେ
ଆଉ କାହାର ବା ଯାଏ ଆସେ କେତେ
ଲୋକ ମଲେ ଅବା ଗଲେ
ମଦ କାରବାର ମଦ ମାଫିଆଙ୍କ
ବେପାରଟି କିନ୍ତୁ ଚାଲେ।। 1
ନିଶା ପାଣି କଥା ନକହିଲେ ଭଲ
ଥରେ ତ ଆସକ୍ତ ହେଲେ
ନିଜକୁ ନପାରେ ସହଜେରେ ରୋକି
କଷ୍ଟରେ ଜୀବନ ଚାଲେ।। 2

31st May

Related posts

ଭୋଟ ନିଶ୍ଚେ ଦେବା

satya

ଦୁଷ୍କର

satya

ରାଜନୀତିବାଲା

satya

Leave a Comment

Login

X

Register