Satya Prakash
Uncategorised

ସଦ୍ଭାବନା ଦିବସ

ସଦ୍ଭାବନା ଦିବସ
By ସତ୍ୟ ପ୍ରକାଶ ସେଠୀ
ଆଜି ରାଜୀବଙ୍କ ଜନମ ଦିବସ
ପାଳିତ ହେଉଛି ଏଠି
ସଦ୍ଭାବନା ରୂପେ ପାଳିବା ସମସ୍ତେ
ହୋଇଣ ଆମେ ଏକାଠି। ।।
ଜାତି ବର୍ଣ୍ଣ ଧର୍ମ ବିଭିଦତା ଭୁଲି
ଶାନ୍ତିର ପ୍ରଦୀପ ତୋଳି
ସଦ୍ଭାବନାର ଉଦ୍ଦାମ ସଙ୍ଗୀତ
ଗାଇବା ସମସ୍ତେ ମିଳି।। ।
ଘୋର ଅଶାନ୍ତିରେ କାଳ ଯେ ବିତୁଛି
ଚଳୁ ଅଛି ରାହୁ କେତୁ
ପରସ୍ପର ମଧ୍ୟେ ସୌହାର୍ଦ୍ଦ୍ୟତା ବଢୁ
ଶାନ୍ତିରେ ସମୟ ବିତୁ।।

Related posts

ଭୁଲ କି ଭୁଲ

satya

ସର୍ବପଲ୍ଲୀ

satya

Nutrion day

satya

Leave a Comment

Login

X

Register