କବିତାମ୍ୟୁଜିକ୍ ଦିବସsatya21st June 2020 by satya21st June 20200901 Happy Music Day ଆଜି ପରା ଦିନେ ମ୍ୟୁଜିକ୍ ବଜାଇ ଗାଏ ଜୀବନ ସଙ୍ଗୀତ ପ୍ରଫୁଲ୍ଲତା ଆଣ ମନରେ ତୁମର ଶୁଣି ପ୍ରିୟ ଜନ ଗୀତ।। ଆସ ଆମେ ଆଜି ଗାଇବା ଗୀତରେ ନାଚି
କବିତାଅଜବ ମଣିଷsatya10th June 2020 by satya10th June 202001039 ଗଜବ ଦୁନିଆ By ସତ୍ୟ ପ୍ରକାଶ ସେଠୀ ମଣିଷ ଗୋଟାଏ ଅଜବ ପ୍ରାଣୀ ସେ ଗଜବ ତାହାର ନିଶା ସବୁ କଥାରେ ତ ଅନର୍ଥ କାଢ଼ିବା ଅଟେ ତାର ବଡ଼ ପେଶା।। ପାନରୁ ଖସିଲେ
କବିତାକରୋନାsatya9th June 2020 by satya9th June 20200817 କରୋନା By ସତ୍ୟ ପ୍ରକାଶ ସେଠୀ କରୋନ କାଳରେ ଘୋର ବିପର୍ଯ୍ୟୟ କଳି କାଳ ଉପସ୍ଥିତ ଜୀବନ ସଂଗ୍ରାମ କଷ୍ଟକର ଅତି ସହଜ ହେଉନି ମିତ।। ଯେଣିକି ଚାହିଁବ ତେଣିକି ସଙ୍କଟ ଘୋର ବିତ୍
କବିତାସମୂଦ୍ରsatya9th June 2020 by satya9th June 20200841 ସମୂଦ୍ର By ସତ୍ୟ ପ୍ରକାଶ ସେଠୀ ସମୁଦ୍ରର ଶାନ୍ତ ସରଳ ରୂପଟି ଭାରି ମନ ମୁଗ୍ଧକର ଅଶାନ୍ତ ହେଲେ ତ ଗର୍ଜନ ତର୍ଜ୍ଜନ ଶୁଭେ ଅତି ଭୟଙ୍କର।। ପୃଥିବୀ ପୃଷ୍ଠରେ ଏକ ତୃତୀୟାଂଶ ଜଳ
ଗଳ୍ପଦୀପୁ ବି କହୁଥିଲାsatya31st May 2020 by satya31st May 20200843 ଦୀପୁ ବି କହୁଥିଲା By ସତ୍ୟ ପ୍ରକାଶ ସେଠୀ ଦୀପୁ ବି କହୁଥିଲା – ତା ପ୍ରେମ କୁଆଡ଼େ ନିରର୍ଥକ ହୋଇଥିଲା ବୋଲି । ସିଏ ବି କାଳେ ଖୁବ୍ ଭଲ ପାଉଥିଲା ତା
କବିତାବୈକୁଣ୍ଠନାଥsatya31st May 2020 by satya31st May 20200720 କେଣେ ଗଲ ଚାଲି By ସତ୍ୟ ପ୍ରକାଶ ତୁମେ ବୈକୁଣ୍ଠଜୀ କେଣେ ଗଲ ଆଜି ଖୋଜି ପାଉ ନାହିଁ କାହିଁ ଏଡିକି ସରଳ ନିଷ୍କପଟ ଜନ ଦେଖି ନାହିଁ କେବେ ମୁହିଁ।। ନୀରବରେ ତୁମେ
କବିତାସାବିତ୍ରୀsatya22nd May 2020 by satya22nd May 20200957 ଠୋକନ୍ତିby ସତ୍ୟ ପ୍ରକାଶ ସେଠୀ ମୁଁ ବି ତ ସାବିତ୍ରୀ ରଖିଥିଲି ଦିନେ ଉପବାସ ବ୍ରତ କେତେ କାହିଁକି ଈଶ୍ଵର ଦଣ୍ଡିଲେ ଯେ ମୋତେ କିଏ ସେ କହିବ ସତେ।। ଏମିତିକା ପ୍ରଭୁ ଦେଖିଛ
ଗଳ୍ପଶତାୟୁsatya3rd January 2020 by satya3rd January 202011154 ଶତାୟୁ ———-by ସାହିତ୍ୟ ସାରଥି ସତ୍ୟ ପ୍ରକାଶ ସେଠୀ ଉଦାର ଚରିତ୍ର ମହାନ ପୁରୁଷ ଯାହାଙ୍କ ବିୟୋଗେ କାହିଁ ସବୁ ତୁଛ ପ୍ରାୟ ମନେ ହୁଏ ଆଜି ମନରେ ସରାଗ ନାହିଁ ।। ଓଡିଶା
ଗଳ୍ପନିଶା 2satya23rd December 2019 by satya23rd December 201901064 1ମ ପକ୍ଷ_ ପ୍ରେମ ପାଗଳ, ପ୍ରେମ ଦିୱାନ, ପ୍ରେମ ବିନା ଜୀବନଟା ଲାଗେ ସୋନା ସୋନା ।ନିଶା ଆଜ୍ଞା! ସବୁଠିଁ ସେଇ ନିଶାର ପ୍ରଭାବ।ଓଃ କି ପ୍ରାଦୂର୍ଭାବ? ୨ୟ ପକ୍ଷ-କ’ଣ ହେଲା କି ଲୋ!
ଗଳ୍ପନିଶାsatya19th December 2019 by satya19th December 201901134 ନିଶା BBy ସତ୍ୟ ପ୍ରକାଶ ସେଠୀ 1ମ ପକ୍ଷ_ ନିଶା ଆଜ୍ଞା! ସବୁଠିଁ ସେଇ ନିଶାର ପ୍ରଭାବ।ଓଃ କି ପ୍ରାଦୂର୍ଭାବ? ୨ୟ ପକ୍ଷ-କ’ଣ ହେଲା କି ଲୋ! ନିଶା ଉପରେ ବଡ଼ ବକ୍ତୃତା ଝାଡୁଛୁ।।