Uncategorisedନଭଶ୍ଚୁମ୍ବୀsatya29th August 202029th August 2020 by satya29th August 202029th August 20200505 ନଭଶ୍ଚୁମ୍ବୀSkyscraper day-3rd Sept—–by ସତ୍ୟ ପ୍ରକାଶ ସେଠୀଚାଳିଶ ତାଲାରୁ ଉର୍ଦ୍ଧ୍ୱ କୋଠାକୁ ତସ୍କାଏ ସ୍କ୍ରେପର କହନ୍ତିଏପରି କୋଠାର ଉଚ୍ଚତା ଦେଖିଣଅଭିଭୂତ ଯେ ହୁଅନ୍ତି।।ଅଟ୍ଟାଳିକା ପରେ ଅଟ୍ଟାଳିକା ତୋଳିନଭଶ୍ଚୁମ୍ବୀ ଘରେ ରହେହେଲେ ସେଇ ଘର ତୋଳିବାର
UncategorisedNutrion daysatya25th August 202031st August 2020 by satya25th August 202031st August 20200324 Nutrition dayBy ସତ୍ୟ ପ୍ରକାଶ ସେଠୀ ଘୋର ଦାରିଦ୍ର୍ଯର କରାଳ ଛାୟା ଯେମନରେ ଭରିଛି ଚିନ୍ତାକେବେ ସେ ହଟିବ ଶାନ୍ତି ବିରାଜିବଭାଙ୍ଗି ଯାଉଅଛି ଅଣ୍ଟା ।। ଭୋକ ଉପବାସେ ସଢୁଛି ଜନତାଉପାୟ ପାଉନି ଖୋଜିପୃଷ୍ଟିକର
Uncategorisedଆନ୍ତର୍ଜତୀୟ କୁକୁର ଦିବସsatya25th August 202025th August 2020 by satya25th August 202025th August 20200474 ଆନ୍ତର୍ଜାତୀୟ କୁକୁର ଦିବସ26 AugustBy ସତ୍ୟ ପ୍ରକାଶ ସେଠୀକୁକୁର ମଣିଷ ବନ୍ଧୁତା ବିଚିତ୍ରକାଳୁ କାଳ ବହୁକାଳୁକୁକୁରର ସାଥି ମଣିଷର ପ୍ରୀତିପ୍ରମାଣିତ ପୁରାକାଳୁ।।କେଉଁଠି କୁକୁର ଗାଡ଼ି ଟାଣୁଅଛିପୁଣି ଯଗୁଅଛି ଚୋରିକେତେବେଳେ ଅବା ଶିକାରରେ ସାଥିପାଲଟିଛି ସହଚରୀ।।ବିଶ୍ବାସନିୟତା
Uncategorisedନାରୀ ସମାନତା ଦିବସsatya25th August 202025th August 2020 by satya25th August 202025th August 20200485 ନାରୀ ସମାନତା ଦିବସ 8 20By ସତ୍ୟ ପ୍ରକାଶ ସେଠୀନାରୀ ନୂହେଁ ସେ ତ ଅଟେ ନାରାୟଣୀଭାଷଣବାଜିଟି ବେଶୀବାସ୍ତବ କ୍ଷେତ୍ରରେ ସ୍ଥିତି କିନ୍ତୁ ଭିନ୍ନ୍ବୁଝିବେନି ପ୍ରତିବେଶୀ।।ମାନବ ସମ୍ବଳ ଅର୍ଦ୍ଧେକଟି ନାରୀଯଦି ସେଇ ସମ୍ବଳରନୋହିବ ବିକାଶ
Uncategorisedଜାତୀୟ କ୍ରୀଡା ଦିବସsatya25th August 202025th August 2020 by satya25th August 202025th August 20200462 ଜାତୀୟ କ୍ରୀଡା ଦିବସ 8.20By ସତ୍ୟ ପ୍ରକାଶ ସେଠୀଧ୍ୟାନ ଚାନ୍ଦ ପରା ତିନି ତିନି ଥରଜିତି ଥିଲେ ଅଲମ୍ପିକ୍ଅଳ୍ପ ବୟସରୁ ସୈନ୍ୟ ବାହିନୀରେଯୋଗଦାନ ଥିଲା ୟାଙ୍କ ।।ଭାରତୀୟ ହକି ଛୁଇଁ ଥିଲା ଚୂଡ଼ତାଙ୍କରି ପ୍ରୟାସ
Uncategorisedଦୂର ଶିକ୍ଷା ଦିବସsatya25th August 202025th August 2020 by satya25th August 202025th August 20200474 ଦୂର ଶିକ୍ଷା ଦିବସDistance learning day31.8 20By ସତ୍ୟ ପ୍ରକାଶ ସେଠୀଦୂର ଶିକ୍ଷା ଏକ ନୂତନ ବ୍ୟବସ୍ଥାଶିକ୍ଷା ଶ୍ରେଣୀ ଗୃହ ବିନାପରମ୍ପରାଗତ ଶିକ୍ଷାଠାରୁ ଭିନ୍ନ୍ଭିନ୍ନ୍ ଯେ ପରିକଳ୍ପନା।।ଦୂର ଭାଷା ପରେ ଦୂର ଶିକ୍ଷା ପରାସ୍ଵାଗତଯୋଗ୍ୟ
Uncategorisedଲେମ୍ବୁ ଦିବସsatya25th August 202025th August 2020 by satya25th August 202025th August 20200536 ଲେମ୍ବୁ ରସ ଦିବସ29 8 20By ସତ୍ୟ ପ୍ରକାଶ ସେଠୀଲେମ୍ବୁ ରସ ଅତି ଉପଯୋଗୀ ହୁଏଅନେକ ରୋଗର ନିଦାନ ସାଜେପ୍ରତ୍ୟେହ ଅନେକ ଖାଆନ୍ତି ତାହାକୁଲେମ୍ବୁ ଲେମ୍ବୁ ବୋଲି ସର୍ବଦା ଭଜେ।।ଲେମ୍ବୁ ଗଛ ପରା ଘରେ
Uncategorisedସଦ୍ଭାବନା ଦିବସsatya21st August 202021st August 2020 by satya21st August 202021st August 20200561 ସଦ୍ଭାବନା ଦିବସBy ସତ୍ୟ ପ୍ରକାଶ ସେଠୀଆଜି ରାଜୀବଙ୍କ ଜନମ ଦିବସପାଳିତ ହେଉଛି ଏଠିସଦ୍ଭାବନା ରୂପେ ପାଳିବା ସମସ୍ତେହୋଇଣ ଆମେ ଏକାଠି। ।।ଜାତି ବର୍ଣ୍ଣ ଧର୍ମ ବିଭିଦତା ଭୁଲିଶାନ୍ତିର ପ୍ରଦୀପ ତୋଳିସଦ୍ଭାବନାର ଉଦ୍ଦାମ ସଙ୍ଗୀତଗାଇବା ସମସ୍ତେ
Uncategorisedମ୍ୟାଲେରିଆ ଦିବସsatya21st August 202021st August 2020 by satya21st August 202021st August 20200542 ମେଲେରିଆ ଦିବସ – 20/8By ସତ୍ୟ ପ୍ରକାଶ ସେଠୀମଶା ମାଛି ବଡ଼ ଶତୃ ପାଲଟିଣରୋଗର ବାହକ ହୁଏଟିକିଏ ସତର୍କ ନ ହେବା ଯେବଣଜୀବନ ନାଶିବେ ସିଏ।।।ମଶା ପ୍ରତି ଆମେ ସତର୍କ ରହିବାମଶାରୀ ଟାଙ୍ଗି ଶୋଇବାଯେଣୁ
Uncategorisedଫଟୋଗ୍ରାଫି ଦିବସsatya21st August 202021st August 2020 by satya21st August 202021st August 20200556 ଫଟୋଗ୍ରାଫି ଦିବସBy ସତ୍ୟ ପ୍ରକାଶ ସେଠୀଆଜି ଫଟୋଗ୍ରାଫି ଦିବସ ପାଳିତସାରା ବିଶ୍ୱ ଦରବାରେଫଟୋଗ୍ରାଫରଙ୍କ ସମ୍ମାନ ସକାଶେଉତ୍ସାହ ପ୍ରଦାନ କରେ।।ଫଟୋ ଉଠାଇବା ନୁହଁଇ କ୍ଷୁଦ୍ରଟିବିରାଟ କଳା ଯେ ସିଏସୁନ୍ଦର ନିଖୁଣ ଫଟୋଟିଏ ପରାକେତେ ଖୁସି ଭରି