Uncategorisedଦେଶର ଶଙ୍କଟ ଘଡିsatya21st August 202025th August 2020 by satya21st August 202025th August 20200511 ଦେଶରେ ଶଙ୍କଟ ଘଡି—-by ସତ୍ୟ ପ୍ରକାଶ ସେଠୀସ୍ଵାଧୀନ ସ୍ଵାଧୀନ ସ୍ଵାଧୀନ ଆମେରେସ୍ଵାଧୀନ ଭାରତବାସୀଦେଶର ସୁରକ୍ଷା ଦେଶ ନିରାପତ୍ତାଆମେ କରିବାରେ ମିଶି।।ବର୍ତ୍ତମାନ ସ୍ଥିତି ଭିନ୍ନ୍ ପରିସ୍ଥିତିବିପନ୍ନ ସୁରକ୍ଷା ସ୍ଥିତିପଡୋଶୀ ରାଷ୍ଟ୍ରର ଶତୃ ଆଚରଣବାମ ହୋଇଲାଣି ମତି।।ଚାଇନା
Uncategorisedପବିତ୍ର ସମ୍ପର୍କsatya21st August 202021st August 2020 by satya21st August 202021st August 20200574 ପବିତ୍ର ସମ୍ପର୍କBy ସତ୍ୟ ପ୍ରକାଶ ସେଠୀଭାଇ ଭଉଣୀର ଉତ୍ସବ ଆଜି ତହର୍ଷଦମୁଖ ସଭିଏଁଭଉଣୀ ବାନ୍ଧିବ ଭାଇର ହାତରେସୁନ୍ଦର କବଚଟିଏ ।।ମନରେ ସରାଗ ଅସୁମାରି ତା’ରତୁଳନା କରିବ କିଏଖୁସିରେ ପାଦ ତା ଲାଗୁ ନାହିଁ ତଳଗେହ୍ଲେଇ
କବିତାମ୍ୟୁଜିକ୍ ଦିବସsatya21st June 2020 by satya21st June 20200986 Happy Music Day ଆଜି ପରା ଦିନେ ମ୍ୟୁଜିକ୍ ବଜାଇ ଗାଏ ଜୀବନ ସଙ୍ଗୀତ ପ୍ରଫୁଲ୍ଲତା ଆଣ ମନରେ ତୁମର ଶୁଣି ପ୍ରିୟ ଜନ ଗୀତ।। ଆସ ଆମେ ଆଜି ଗାଇବା ଗୀତରେ ନାଚି
କବିତାଅଜବ ମଣିଷsatya10th June 2020 by satya10th June 202001115 ଗଜବ ଦୁନିଆ By ସତ୍ୟ ପ୍ରକାଶ ସେଠୀ ମଣିଷ ଗୋଟାଏ ଅଜବ ପ୍ରାଣୀ ସେ ଗଜବ ତାହାର ନିଶା ସବୁ କଥାରେ ତ ଅନର୍ଥ କାଢ଼ିବା ଅଟେ ତାର ବଡ଼ ପେଶା।। ପାନରୁ ଖସିଲେ
କବିତାକରୋନାsatya9th June 2020 by satya9th June 20200875 କରୋନା By ସତ୍ୟ ପ୍ରକାଶ ସେଠୀ କରୋନ କାଳରେ ଘୋର ବିପର୍ଯ୍ୟୟ କଳି କାଳ ଉପସ୍ଥିତ ଜୀବନ ସଂଗ୍ରାମ କଷ୍ଟକର ଅତି ସହଜ ହେଉନି ମିତ।। ଯେଣିକି ଚାହିଁବ ତେଣିକି ସଙ୍କଟ ଘୋର ବିତ୍
କବିତାସମୂଦ୍ରsatya9th June 2020 by satya9th June 20200895 ସମୂଦ୍ର By ସତ୍ୟ ପ୍ରକାଶ ସେଠୀ ସମୁଦ୍ରର ଶାନ୍ତ ସରଳ ରୂପଟି ଭାରି ମନ ମୁଗ୍ଧକର ଅଶାନ୍ତ ହେଲେ ତ ଗର୍ଜନ ତର୍ଜ୍ଜନ ଶୁଭେ ଅତି ଭୟଙ୍କର।। ପୃଥିବୀ ପୃଷ୍ଠରେ ଏକ ତୃତୀୟାଂଶ ଜଳ
ଗଳ୍ପଦୀପୁ ବି କହୁଥିଲାsatya31st May 2020 by satya31st May 20200910 ଦୀପୁ ବି କହୁଥିଲା By ସତ୍ୟ ପ୍ରକାଶ ସେଠୀ ଦୀପୁ ବି କହୁଥିଲା – ତା ପ୍ରେମ କୁଆଡ଼େ ନିରର୍ଥକ ହୋଇଥିଲା ବୋଲି । ସିଏ ବି କାଳେ ଖୁବ୍ ଭଲ ପାଉଥିଲା ତା
କବିତାବୈକୁଣ୍ଠନାଥsatya31st May 2020 by satya31st May 20200760 କେଣେ ଗଲ ଚାଲି By ସତ୍ୟ ପ୍ରକାଶ ତୁମେ ବୈକୁଣ୍ଠଜୀ କେଣେ ଗଲ ଆଜି ଖୋଜି ପାଉ ନାହିଁ କାହିଁ ଏଡିକି ସରଳ ନିଷ୍କପଟ ଜନ ଦେଖି ନାହିଁ କେବେ ମୁହିଁ।। ନୀରବରେ ତୁମେ
କବିତାସାବିତ୍ରୀsatya22nd May 2020 by satya22nd May 20200999 ଠୋକନ୍ତିby ସତ୍ୟ ପ୍ରକାଶ ସେଠୀ ମୁଁ ବି ତ ସାବିତ୍ରୀ ରଖିଥିଲି ଦିନେ ଉପବାସ ବ୍ରତ କେତେ କାହିଁକି ଈଶ୍ଵର ଦଣ୍ଡିଲେ ଯେ ମୋତେ କିଏ ସେ କହିବ ସତେ।। ଏମିତିକା ପ୍ରଭୁ ଦେଖିଛ
ଗଳ୍ପଶତାୟୁsatya3rd January 2020 by satya3rd January 202011211 ଶତାୟୁ ———-by ସାହିତ୍ୟ ସାରଥି ସତ୍ୟ ପ୍ରକାଶ ସେଠୀ ଉଦାର ଚରିତ୍ର ମହାନ ପୁରୁଷ ଯାହାଙ୍କ ବିୟୋଗେ କାହିଁ ସବୁ ତୁଛ ପ୍ରାୟ ମନେ ହୁଏ ଆଜି ମନରେ ସରାଗ ନାହିଁ ।। ଓଡିଶା