Satya Prakash
କବିତା

ବେଙ୍ଗ ଫୁଲା

satya
ବେଙ୍ଗ ଫୁଲା —-by ସତ୍ୟ ପ୍ରକାଶ ସେଠୀ ବେଙ୍ଗୁଲୀ ନାନୀର ଔଦ୍ଧତ୍ୟ ଦେଖୁନ ଗର୍ବେ ଫୁଲାଉଛି ଛାତି ଟେକା କଥାରେ ତ ମନ ଉଲ୍ଲସିତ ଭ୍ରମିତ ହେଲାଣି ମତି।। ନିଜ ପ୍ରଶଂସାରେ ଝଲ୍ଲସିତ ପରା
କବିତା

କାଉ ଓ କୋଇଲି

satya
କୋଇଲି ବସାରେ କାଉ ଅଣ୍ଡା ଦେଲା ଅଣ୍ଡା ଫୁଟି ଛୁଆ ହେଲା କୋଇଲି ପାଳିଲା କାଉର ଛୁଆକୁ ବାତ୍ସଲ୍ୟ ପ୍ରେମେ ପଡ଼ିଲା।। ଲାଳନେ ପାଳନେ ମହତ୍ତ୍ୱ ରହୁନି ମୁଣ୍ଡକୁ ପାଇଲେ ହାତ ଛୁଆ ଉଡ଼ିଗଲେ
କବିତା

ସୁର ଓ ଅସୁର

satya
ଅସୁର ଦେବତା ଲଢେଇର ଶେଷେ ଜିତଇ ଦେବତା ବଳ ମିଥ୍ୟା ପଥେ ଥାଏ କଣ୍ଟକ ଯନ୍ତ୍ରଣା ହାରିବେ ଅସୁର ଦଳ।। 0 ଅନ୍ୟାୟ ଯୁଦ୍ଧରେ ହାରିବାଟା ତୟ ପରାଭବ ଗ୍ଲାନି ଭଜ ଅନୀତି ଦୁର୍ନୀତି
କବିତା

ପୋଖରୀ ଓ ତଟିନୀ

satya
ପୁଷ୍କରଣୀ ଜଳ ଆବର୍ଜନେ ପୂର୍ଣ୍ଣ ନିର୍ଗମନ କ୍ରିୟା ହୀନ ଚିର ସ୍ରୋତସ୍ୱିନୀ ସ୍ରୋତ ପ୍ରବାହରେ କାଚ କେନ୍ଦୁ ଜଳଧାର।।0 ରକ୍ତ ପ୍ରବାହରେ ପ୍ରବହମାନ ଯେ ଚଳ ଚଞ୍ଚଳତା ଆସେ ନୋହିଲେ ସ୍ଥାଣୁତା ଘୋଟେ ଶର୍ବରୀରେ

Login

X

Register