କବିତାତପ୍ତ ଧରିତ୍ରୀsatya4th June 20194th June 2019 by satya4th June 20194th June 20190524 ଅତୀତ କଥା ତ ଗଲାଣି ସଙ୍ଗାତ ବର୍ତ୍ତମାନ ସ୍ଥିତି ଭିନ୍ନ୍ ଭବିଷ୍ୟତ ତେଣୁ ଅନ୍ଧକାର ହେବ ସ୍ଥିତି ସମ୍ଭାଳିବା କଷ୍ଟ।। ଗ୍ରୀଷ୍ମର ପ୍ରକୋପ ସହି ହେଉ ନାହିଁ ଖରା ବେଳେ ତାପ ଭାରି ଉତ୍ତପ୍ତ
କବିତାତମାଖୁsatya31st May 2019 by satya31st May 20191756 Good bye tobacco ତମାଖୁ ସେବନ ବିପତ୍ତି କାରଣ ଏ କଥାଟି ଆମେ ଜଣା ଛାଡ଼ି ଦେବା ଚାଲ ବିଷପାନାମୃତ ଫୁସଫୁସ୍ ହେବ କଣା ।।0 ପରିବାର ଲୋକେ ହନ୍ତସନ୍ତ ସିନା ଦାରିଦ୍ର୍ୟରେ ହେବେ
କବିତାWorld AIIDS Vaccine daysatya16th May 2019 by satya16th May 20192 557 World AIDS Vaccine day 18th May —by ସତ୍ୟ ପ୍ରକାଶ ସେଠୀ ଏଡସ୍ ଯେ ଏକ ଦୁରାରୋଗ୍ୟ ବ୍ୟାଧି ସହଜେ ନୁହେଁ ଆରୋଗ୍ୟ ସତର୍କତା ଖାଲି ଅବଲମ୍ବନୀୟ ରୋଗର ନିଦାନ କାମ୍ୟ।।0 ଯୌନ
କବିତାInternational museum daysatya16th May 201916th May 2019 by satya16th May 201916th May 20190441 ମ୍ଯିଜିୟମ ଦିବସ ସଂଗ୍ରହାଳୟର ଗୁରୁତ୍ଵ କେତେ ଯେ ସହଜରେ ଅନୁମେୟ ଯାବତ୍ ଜିନିଷ ଯହିଁ ସଂଗୃହିତ ସେଇଟି ସଂଗ୍ରାହଳୟ।। 0 ପ୍ରାଗୈତିହାସିକ ପ୍ରସ୍ତର ଯୁଗଠୁଁ ଏବର ସମାଜ ଯାଏଁ କେତେ ପୁରାତନ ପ୍ରାଚୀନ ବିଶେଷ
କବିତାସଂକ୍ରାନ୍ତି ଆସରsatya16th May 2019 by satya16th May 20190543 ସଂକ୍ରାନ୍ତି ଆସର ଭାରି ତ ଜମୁଛି ବହୁ ଲୋକ ସମାଗମ ଏମିତିକା ଗୋଟେ ପରିକଳ୍ପନା ଯେ ଅନିଲ ଭାଇଙ୍କ କାମ।। 0 ଭାରି ସ୍ନେହ ବୋଳା କଥାରେ ମିଠାସ ଭରିଛ କି ତୁମେ ପରା
କବିତାKrushna ସାର୍ – ଏକ ଆକଳନsatya16th May 2019 by satya16th May 20190564 ସାହୁ ସାର୍ – ଏକ ଆକଳନ —-by ସତ୍ୟ ପ୍ରକାଶ କୃଷ୍ଣ ସାହୁ ସାର୍ ଆମରି ସ୍କୁଲରେ ଆମ ଇଂରାଜୀ ଶିକ୍ଷକ ନିଆରା ବ୍ୟକ୍ତିତ୍ୱ ଛାତ୍ର ଛାତ୍ରୀ ପ୍ରିୟ ଜାଣ ଭାରି ଭଲ ଲୋକ।।
କବିତାଜୀବ ବିଭିଦତାsatya14th May 201914th May 2019 by satya14th May 201914th May 20190605 International day for biological diversity ଉଦ୍ଭିଦ ଆଉ ସେ ପ୍ରାଣୀ ଜଗତ ଯେ ଅତି ବିପଦ ସଙ୍କୁଳ ପ୍ରତିକୂଳ ଯେଣୁ ପରିବେଶ ପରା ହନ୍ତସନ୍ତ ପ୍ରାଣୀ କୂଳ।। 0 ବାୟୁ ମଣ୍ଡଳର ପରିବର୍ତ୍ତନେ
କବିତାWorld hypertensionsatya13th May 2019 by satya13th May 20190517 World hypertension day By ସତ୍ୟ ପ୍ରକାଶ ସେଠୀ ଶାନ୍ତି ଯେ ସୁଦୂର ପରାହତ ଆଜି ଅଶାନ୍ତିର ଦାବାନଳ ସେ ଅନଳରେ ଦହଗଞ୍ଜ ହୁଏ ଭାଙ୍ଗି ଯାଏ ମନୋବଳ।। 0 ସମସ୍ୟାରୁ ଯେଣୁ ପାଉ
କବିତାWorld telecommunication daysatya13th May 201916th May 2019 by satya13th May 201916th May 20190473 World telecommunication day 17th May ଖବର ଅନ୍ତର ଆଦାନ ପ୍ରଦାନ କ୍ଷେତ୍ରରେ ଦୂର ସଞ୍ଚାର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ସେ ଏହା ହୃଦ୍ୟ ସମସ୍ତଙ୍କର।। 0 ଯବର ଖବର ଆଗର ପ୍ରସାର ସଞ୍ଚରଣ
କବିତାNational anti terrorism daysatya13th May 201913th May 2019 by satya13th May 201913th May 20190480 ସକଳ ଦୁନିଆ ବ୍ୟାଧିଗ୍ରସ୍ତ ଆଜି ସନ୍ତ୍ରାସବାଦ ଜହରେ ଯେଉଁଠି ଶୁଣିବ ସେଠି ତ ତାଣ୍ଡବ ନିଷ୍ଠୁରତା ପଣେ ଡରେ।। 0 ସନ୍ତ୍ରାସବାଦର ଜାତି ଧର୍ମ ନାହିଁ ମଣିଷପଣିଆ ଶୂନ୍ ବିନାସ୍କାରଣରେ ଧ୍ବଂସ ଲୀଳା ରଚେ