କବିତାWorld telecommunication daysatya13th May 201916th May 2019 by satya13th May 201916th May 20190516 World telecommunication day 17th May ଖବର ଅନ୍ତର ଆଦାନ ପ୍ରଦାନ କ୍ଷେତ୍ରରେ ଦୂର ସଞ୍ଚାର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ସେ ଏହା ହୃଦ୍ୟ ସମସ୍ତଙ୍କର।। 0 ଯବର ଖବର ଆଗର ପ୍ରସାର ସଞ୍ଚରଣ
କବିତାNational anti terrorism daysatya13th May 201913th May 2019 by satya13th May 201913th May 20190525 ସକଳ ଦୁନିଆ ବ୍ୟାଧିଗ୍ରସ୍ତ ଆଜି ସନ୍ତ୍ରାସବାଦ ଜହରେ ଯେଉଁଠି ଶୁଣିବ ସେଠି ତ ତାଣ୍ଡବ ନିଷ୍ଠୁରତା ପଣେ ଡରେ।। 0 ସନ୍ତ୍ରାସବାଦର ଜାତି ଧର୍ମ ନାହିଁ ମଣିଷପଣିଆ ଶୂନ୍ ବିନାସ୍କାରଣରେ ଧ୍ବଂସ ଲୀଳା ରଚେ
English PoemInternational day of familysatya12th May 2019 by satya12th May 201901043 Happy international day of family – 15 th May —by satya prakash Sethy I’m missing my family Those who are residing outside Because of their
କବିତାବିଡ଼ମ୍ବନାsatya12th May 2019 by satya12th May 20190718 ବିଡ଼ମ୍ବନା —-by ସତ୍ୟ ପ୍ରକାଶ ସେଠୀ ଶୀତର ପ୍ରକୋପ କମି କମି ଯାଏ ଗର୍ମି ବଢି ବଢି ଯାଏ ଏମିତି ଗରମ କେଉଁଠି ନଥିଲା ଆଜି କିନ୍ତୁ ଦେଖା ହୁଏ।। 0 କି ଯୁଗ
କବିତାଶାନ୍ତ୍ୱନାsatya12th May 2019 by satya12th May 20190639 ଶାନ୍ତ୍ୱନା —by ସତ୍ୟ ପ୍ରକାଶ ସେଠୀ ମାଆ ମାଆ ବୋଲି ଚହଳ ପଡ଼ିଛି ଶତତଃ କହୁଛି କେହି ମାଆକୁ ଝୁରୁଛି ନିତି କେତେ ହେଲେ ମାଆକୁ ପାଇଲା ନାହିଁ।। 0 ଅନାଥ ଆଶ୍ରମେ ଅନାଥ
କବିତାବିକଳେ ଡାକଇ ମଲିsatya11th May 2019 by satya11th May 20190692 ବିକଳେ ଡାକଇ ମଲି –by ସତ୍ୟ ପ୍ରକାଶ ସେଠୀ ବାତ୍ୟାର ରୂପ କି କରାଳ ଧରିଲା ପବନ ବେଗ ବଢ଼ିଲା କଡ଼ ମଡ଼ କରି ମାଡ଼ି ମାଡ଼ି ଆସେ ଧସେଇ ସେ ତ ପଶିଲା।।
କବିତାଆହେ ମହାବାହୁsatya11th May 2019 by satya11th May 20190651 ଆହେ ମହାବାହୁ! —-by ସତ୍ୟ ପ୍ରକାଶ ସେଠୀ ଆହେ ମହାବାହୁ କାଳିଆର ଭୁଜ କାହିଁକି ଏମିତି ହେଉ ଭଲେ ମନ୍ଦେ ମୋର ହେଉ ନାହୁଁ ସାହା ଦେଖାଉଛୁ ଭାରି ଭାଉ।। 1 ମୁଁ କିନ୍ତୁ
କବିତାAnti tobacco day ନିଶାsatya11th May 2019 by satya11th May 20190700 Anti tobacco day —-by ସତ୍ୟ ପ୍ରକାଶ ସେଠୀ ନିଶା କବଳିତ କରୁଛି ଆଜି ଯେ ପ୍ରତିଟି ଲୋକର ଘରେ ଯେତେ କର ପଛେ କଟକଣା ସବୁ ବେକାର ହେଉଛି ପରେ।। 0 ସରକାର
କବିତାଅବସ୍ଥା ବେହାଲ୍satya10th May 2019 by satya10th May 20190654 ତଥାପି ଥମୁନି… —-by ସତ୍ୟ ପ୍ରକାଶ ସେଠୀ ଅବସ୍ଥା ବେହାଲ୍ ଜନତାଙ୍କ ଦୁଃଖ ଆଜି ବି ବର୍ଣ୍ଣନାତୀତ ବେଳେବେଳେ ପାଣି ରିଲିଫ୍ ହୋ ହାଲ୍ଲା ସନ୍ଧ୍ୟା ହେଲେ ଅନ୍ଧକାର।। 1 କା ଘର ଉପରୁ
କବିତାହସ ଖୁସି ପରିବାରsatya10th May 2019 by satya10th May 201901089 Happy family day15thMay ପରିବାର ଏକ ସୁରକ୍ଷିତ ନୀଡ ଯେ ସ୍ଥାନେ ମିଳଇ ସୁଖ ସେ ନୀଡ ନୁହଇଁ ସୁରକ୍ଷିତ ଆଜି ହେଲେଣି ସର୍ବେ ବିମୁଖ।। 1 ପରିବାର ସଙ୍ଗେ ଖୁସି ବାଣ୍ଟିବାକୁ ହେଉ