Satya Prakash
କବିତା

ବିଡ଼ମ୍ବନା

ବିଡ଼ମ୍ବନା
—-by ସତ୍ୟ ପ୍ରକାଶ ସେଠୀ
ଶୀତର ପ୍ରକୋପ କମି କମି ଯାଏ
ଗର୍ମି ବଢି ବଢି ଯାଏ
ଏମିତି ଗରମ କେଉଁଠି ନଥିଲା
ଆଜି କିନ୍ତୁ ଦେଖା ହୁଏ।। 0
କି ଯୁଗ ହେଲାରେ ସବୁ ପରେ ସେ
ଓଲଟା ଯେ ଧରିଆଣି
ଶୀତରେ ଗରମ ବର୍ଷା ଦିନେ ଖରା
ବଡ଼ ବିଚିତ୍ର ହେଲାଣି।। 1
କ୍ରୋଧାନ୍ୱିତ କି ସେ ପ୍ରକୃତି ରାଣୀ ଯେ
ସରାଗ କି ଆଉ ନାହିଁ
ଖାଲି ବିଡ଼ମ୍ବନା ଚାରିଆଡ଼େ ଆଜି
ପରିବେଶ ଭଲ ନାହିଁ।। 2

Related posts

ମୁଁ ଯଦି ବିଜୟୀ ପ୍ରାର୍ଥୀ ହୁଅନ୍ତି

satya

ମ୍ୟୁଜିକ୍ ଦିବସ

satya

ଭଗ୍ନାଂଶ

satya

Leave a Comment

Login

X

Register