UncategorisedExclusive interviewsatya12th August 202312th August 2023 by satya12th August 202312th August 20230141 https://fb.watch/mnkYfDdnVS/?mibextid=HSR2mg
Uncategorisedଅନନ୍ତ ଚରଣsatya5th June 20235th June 2023 by satya5th June 20235th June 20230246 କେଣେ ଗଲ ଚାଲି(ଧାମନଗର ଅନ୍ତର୍ଗତ ପଧାନୀ ପଞ୍ଚାୟତର ପ୍ରାକ୍ତନ ସମିତି ସଭ୍ୟ ତଥା ସମବାୟ ସମିତି ସଭାପତି ସ୍ଵର୍ଗତଃ ଅନନ୍ତ ଚରଣ ରାଉତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ… ଶ୍ରଦ୍ଧାଞ୍ଜଳି)ତୁମେ ଅନନ୍ତଜୀ କେଣେ ଗଲ
Uncategorisedଦିଅଁଙ୍କୁ ମୁଁ ଦେଖି ନାହିଁsatya5th June 20235th June 2023 by satya5th June 20235th June 20230236 ଈଶ୍ୱରଙ୍କୁ ମୁଁ ଦେଖିଛି—–by ସତ୍ୟ ପ୍ରକାଶ ସେଠୀମୁଁ ହିନ୍ଦୁ ନୂହେଁ କିବା ମୁସଲମାନ୍ଖ୍ରୀଷ୍ଟିୟାନ ଜୈନ ବୌଦ୍ଧନାହିଁ ମୋର ଘର ନାହିଁ ମୋର ଦ୍ଵାରପରିଚୟ ନୂହେଁ ଗୁପ୍ତ।।ମାନବ ସେବା ହିଁ ମାଧବର ସେବାତାହା ହିଁ ତ
UncategorisedHappy tea daysatya21st May 202321st May 2023 by satya21st May 202321st May 20230143 Happy tea day 21 /5/23ଦରକାରୀ ଅତି ପାନୀୟ ରୂପରେଚା ଯେ ଗଣତି ହୁଏଦେହ ପାଇଁ ପରା ହିତକର ହୁଏକପେ ଦୁଇ କପ ପିଏ ।ଡାଇବେଟିସ ଓ ହୃଦଘାତ ପରିବହୁ ରୋଗୁ ଉପଶମକ୍ୟାନସର ପରାଏ
Uncategorisedରିତୁପର୍ଣ୍ଣାsatya7th April 202328th January 2025 by satya7th April 202328th January 20250211 ରିତୁପର୍ଣ୍ଣା—by Satya Prakash Sethyରିତୁପର୍ଣ୍ଣା ଭାରି ସରଳ, ଅମାୟିକ ଝିଅଟା ।ମନରେ ଅସୁମାରି ସ୍ଵପ୍ନ ।ସିଏ ବି ସମାଜରେ ଅନ୍ୟମାନଙ୍କ ପରି ଜଣେ ହୋଇ ଠିଆ ହେବ।ନିପଟ ମଫସଲରେ ତା ଗାଁ। ଗାଁ ଚାଟଶାଳୀରେ
Uncategorisedବ୍ଯାଚଲର ପାର୍ଟିsatya2nd April 20232nd April 2023 by satya2nd April 20232nd April 20230201 ବେଚଲର ପାର୍ଟି—-by Satya Prakash Sethyବେଚଲର ପାର୍ଟି ଆଉ ଟ୍ରିଟ ଦେବା ଗୋଟେ ବଡ଼ ଫେସନ ହୋଇଗଲାଣି ।ଜନ୍ମ ଦିନରେ ଟ୍ରିଟ ଦେବା ଯେପରି ସେହିପରି ବାହାଘର ପୂର୍ବରୁ ସାଙ୍ଗ ସାଥି ମାନଙ୍କୁ ବେଚଲର
Uncategorisedସେଟିଂ ସାଟିଂsatya28th March 202328th March 2023 by satya28th March 202328th March 20230217 ସେଟିଂ ସାଟିଂ ମୁଁ ସେଦିନ ଅଫିସ କାର୍ଯ୍ୟରେ ଭାରି ବ୍ୟସ୍ତ ଥିଲି। ଯେହେତୁ ଅଫିସ ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟଭାର ସମ୍ଭାଳିବାକୁ ହେଉଛି ତେଣୁ ଏପଟ ସେପଟ ହୋଇ ସମସ୍ତ କାର୍ଯ୍ୟ ତଦାରଖ କରିବା ମୋର ଦାୟିତ୍ଵ।
Uncategorisedକ୍ଷୁଧାsatya25th March 202325th March 2023 by satya25th March 202325th March 20230175 କ୍ଷୁଧା—-by Satya Prakash Sethyଚାନ୍ଦବାଲି, ଭଦ୍ରକ ଜିଲ୍ଲାର ଏକ ବ୍ଲକ ସଦର ମହକୁମା। ସେଇଠୁ ଲଞ୍ଚରେ ବାହାରିଲେ ଭିତର କନିକା, ଉଡ଼ାବାଲି,ସାତଭାୟା, ଗୁପ୍ତି, ବଗଘର ହବେଲିକାଠି ଆଦି ସ୍ଥାନକୁ ଯିବାକୁ ହୁଏ। ମୋ ନିଜ
Uncategorisedସଂଘର୍ଷ ଓ ଦକ୍ଷତାsatya23rd January 202323rd January 2023 by satya23rd January 202323rd January 20230205 ସଂଘର୍ଷ ଓ ଦକ୍ଷତାBy Satya Prakash Sethyସଂଘର୍ଷର କାହାଣୀ ସମସ୍ତେ ଦେଖିଥିବେ, କିନ୍ତୁ ଦକ୍ଷତାର ଉପହାର ଖୁବ୍ କମ୍ ଶୁଣିଥିବେ। କାରଣ ସଂଘର୍ଷ ଓ ଦକ୍ଷତା ଏକାକଥା ନୂହେଁ। ଜଣେ ବଞ୍ଚିବା ପାଇଁ ବା
Uncategorisedଝରକା ସେପାରିର ଝିଅଟା booksatya26th October 202226th October 2022 by satya26th October 202226th October 20220209 ଭିତରେ ଭର୍ତ୍ତି ହେଉଥାଏ ସେସବୁ କୁଆଡ଼େ ଗୋଲ ହୋଇଯାଉଥାଏ।ତଥାପି ନିଅଣ୍ଟିଆ ବଜେଟ। ଯାହା ବି ହେଉ ସବୁ କଥାର ଅନ୍ତ ଘଟାଇ ଶେଷରେ ଗୃହ ପ୍ରବେଶ ହେଲା। ମଣିଷ ଟିକିଏ ସମସ୍ୟାରୁ ମୁକ୍ତି ପାଇଲା।