Satya Prakash
Uncategorised

Happy tea day

Happy tea day 21 /5/23
ଦରକାରୀ ଅତି ପାନୀୟ ରୂପରେ
ଚା ଯେ ଗଣତି ହୁଏ
ଦେହ ପାଇଁ ପରା ହିତକର ହୁଏ
କପେ ଦୁଇ କପ ପିଏ ।
ଡାଇବେଟିସ ଓ ହୃଦଘାତ ପରି
ବହୁ ରୋଗୁ ଉପଶମ
କ୍ୟାନସର ପରାଏ ଅତି ଦୂରାରୋଗ୍ଯ
ବ୍ୟାଧିର ନିରାକରଣ।
ପ୍ରାଚୀନ କାଳରୁ ଢଗଢମାଳିଟି
ଚା ଥିଲେ ଆଶା ଅଛି
ପାଣି ପରେ ଯଦି ବେଶୀ ବ୍ୟବହୃତ
ଚା ନାମ ତା ‘ଦେଉଅଛି।

Related posts

ରଜ ସଜବାଜ

satya

ଶବ୍ଦ ଯୁଗଳ

satya

Pandit Tarago

satya

Leave a Comment

Login

X

Register