ଗଳ୍ପକପଡ଼ା ଦୋକାନୀ ପୁଅ ଆଇ. ଏ. ଏସ୍. ଟପରsatya13th December 201819th December 2018 by satya13th December 201819th December 201818 1726 କପଡ଼ା ଦୋକାନୀ ପୁଅ —-By ସତ୍ଯ ପ୍ରକାଶ ସେଠୀ ତବ୍ରେଜ୍ ପରିବାର ଯେଉଁଠି ରହନ୍ତି – ସେଇଟା ଗୋଟିଏ ଜନଗହଳିପୂର୍ଣ୍ଣ ବସତି। ଘରକୁ ଘର ସବୁ ଲାଗି ରହିଥାଏ। ଖୁନ୍ଦି ଖାନ୍ଦି ହୋଇ ଅନେକ
ଗଳ୍ପଅକୁହା କାହାଣୀ akuha kahanisatya13th December 201813th December 2018 by satya13th December 201813th December 20180769 ଅକୁହା କାହାଣୀ By ସତ୍ୟ ପ୍ରକାଶ ସେଠୀ ————////———— ଦିନେ ମେଜର ସାହେବ ସହର ଉପାନ୍ତରେ ଥିବା ଗୋଟିଏ ପାର୍କରେ ଅନ୍ଧାରୁଆ ଜାଗାଟିଏ ଚୟନ କରି ଏକାନ୍ତରେ ନିଭୃତରେ ଏକୁଟିଆ ନୀରବରେ ବସି ପଡ଼ିଥାନ୍ତି
ଗଳ୍ପଆମ ଗାଁ ମଶାଣି ପଦରsatya10th December 201811th December 2018 by satya10th December 201811th December 201801051 ଆମ ଗାଁ ମଶାଣି ପଦର —–by ସତ୍ୟ ପ୍ରକାଶ ସେଠୀ ଆମ ଗାଁ ମଶାଣି ପଦର ପଳାଶ ବଣ ଘେରା ବିସ୍ତୀର୍ଣ୍ଣ ପ୍ରାନ୍ତର। ଭାରି ନିଛାଟିଆ ନିକାଞ୍ଚନ ଜଙ୍ଗଲ। ଗାଁଠୁ ଟିକିଏ ଛାଡି ତା’ର
ଗଳ୍ପବନ୍ଧୁର ବନ୍ଧୁତା ସତେକି ବନ୍ଧୁରsatya10th December 201812th December 2018 by satya10th December 201812th December 20180906 ବନ୍ଧୁର ବନ୍ଧୁତା ସତେକି ବନ୍ଧୁର By ସତ୍ୟ ପ୍ରକାଶ ସେଠୀ ——————————- ଦୁଇ ବନ୍ଧୁ। ବନ୍ଧୁତା ପିଲାଟି ଦିନରୁ। ଯହୁଁ ସମୟ ଅତିକ୍ରାନ୍ତ ହେଉଥାଏ, ବୟସ ବଢି ବଢି ଯାଉଥାଏ ତହୁଁ ବନ୍ଧୁତ୍ୱ ନିବିଡ଼ରୁ
ଗଳ୍ପଫୁଙ୍ଗୁଳା ଦେହ ସେଁକା ଛାତିsatya7th December 20188th December 2018 by satya7th December 20188th December 201801125 ଫୁଙ୍ଗୁଳା ଦେହ ସେଁକା ଛାତି —–by ସତ୍ୟ ପ୍ରକାଶ ସେଠୀ ଆମ ଘର ପାଖରୁ ଅଳ୍ପ ମାତ୍ର୍ କେଇଟା ଜମିନର ଦୂରତ୍ୱ, ଯେଉଁଠି କି ଲମ୍ବି ଯାଇଛି ବାଟ ଚଲା ଗୋଟିଏ ଧୂଳିଆ ରାସ୍ତା
ଗଳ୍ପଗାଁରୁ ସିନେଟ ଯାଏଁ – ଏକ ଅବଲୋକନsatya4th December 201823rd December 2018 by satya4th December 201823rd December 20180776 ଗାଁରୁ ସିନେଟ ଯାଏଁ – ଏକ ଅବଲୋକନ —-by ସତ୍ୟ ପ୍ରକାଶ ସେଠୀ “ଟିକି ମୋର ଗାଁଟି, ଭୂଗୋଳ ପୋଥି ପତରରେ ପଛେ ନଥାଉ ତା’ର ନାଁଟି “କଟକି ପାଟଣା ତା’ର ନାଁଟି, ଯେଉଁଠି
ଗଳ୍ପସମାଜ ସୁଧାରକsatya3rd December 20185th December 2018 by satya3rd December 20185th December 20180716 ସମାଜ ସୁଧାରକ —–by ସତ୍ୟ ପ୍ରକାଶ ସେଠୀ ବୁଢ଼ା ଥରେ ଦୁଇ ଥର କଲିଙ୍ଗ୍ ବେଲ ଟିପି ଦେଲେ, ତେଣୁ ନାତି ଟୋକା ଘର ଭିତରୁ ବାହାରି ଆସି କହିଲା-” you Indian! Don’t
ଗଳ୍ପଉଦଣ୍ଡି ଝିଅsatya2nd December 20182nd December 2018 by satya2nd December 20182nd December 20180869 ଉଦଣ୍ଡି ଝିଅ —-by ସତ୍ୟ ପ୍ରକାଶ ସେଠୀ ମୁଁ ଉଦଣ୍ଡି ଝିଅ। ଗାଁ ଗୋଟାକର ମୋହରି ଚର୍ଚ୍ଚା। ମୁଁ କୁଆଡ଼େ ଅଣ୍ଡିରା ଚଣ୍ଡି। ମାରଣା ଷଣ୍ଢ ଓ ଅରଣା ମଇଁଷିକୁ ମୋର ଖାତିର ନାହିଁ।
ଗଳ୍ପଆମ କଲୋନୀର ହାଲଚାଲsatya30th November 20181st December 2018 by satya30th November 20181st December 20185 1270 ଆମ କଲୋନୀର ହାଲଚାଲ —–by ସତ୍ୟ ପ୍ରକାଶ ସେଠୀ ପାଶ୍ଚାତ୍ୟ ସଭ୍ୟତା ଓ ଶିକ୍ଷାର ପ୍ରଭାବ ଓ ପ୍ରସାର ଫଳରେ ଏବର ଗ୍ରାମ୍ୟ ସଭ୍ୟତା ପ୍ରୟତଃ ଭାଙ୍ଗି ଯାଉଛି ବା ନୂଆ କରି ସହରୀ
Research Workବାବା ସାହେବsatya26th November 201816th December 2018 by satya26th November 201816th December 201801484