Satya Prakash

Category : କବିତା

କବିତା

କେବଳ ଦେଖନ୍ତି

satya
  ମୁଁ ଯଦି ଯାଆନ୍ତି ଦେବତାଟି ହୋଇ ସବୁ କିଛି ଦେଖୁଥାନ୍ତି ନୀରବରେ ରହି ହେଲେ କାହାରିକୁ କହନ୍ତିନି ସେତେ କିଛି।। 1 ସମସ୍ତଙ୍କୁ ମୁଇଁ ପାଆନ୍ତି ଯେ ଭଲ ନଦେଇ କାହାକୁ ଦଣ୍ଡ
କବିତା

ଅବଦୁଲ କାଲାମ

satya
ତୁମେ ଅବଦୁଲ ବିଜ୍ଞାନୀ ମଣିଷ ବୈଜ୍ଞାନିକ ତୁମ ନିଶା ଦେଶର ବିକାଶ ସମ୍ଭବ ଯେ ହେଲା ଥିଲା ତୁମ ଅଭିଳାଷା।।1 ସରଳ ସୌକର୍ଯ୍ୟ ଜୀବନ ଚର୍ଯ୍ୟାଟି ନୁହେଁ ତୁମେ ବିଳଷିତ ଜୀବନ କଷଣ ସହି
କବିତା

ଆଲୋକ ଦିଅ ହେ ଜାଳି

satya
ତୁମେ ଜ୍ଞାନୋଦୀପ୍ତ ଆଲୋକ ବର୍ତ୍ତିକା  ଆଲୋକ ଦିଅ ହେ ଜାଳି ମୁଁ ତମସାଛନ୍ନେ ପାରୁନି ନିଜକୁ ଜ୍ଞାନରେ ଉଜଳ କରି।। 1 ତମସ କାଳିମା ଲଘିମା ଲଭିବା କେସନେ କୁହ ସେ ଫେଡ଼ି ମୋତେ
କବିତା

ଯୋଗାଯୋଗ ଓ ସଂଯୋଗ

satya
ଆମେ ପ୍ରତ୍ୟେହ ଯୋଗାଯୋଗ କରେ ପରସ୍ପର ମଧ୍ୟେ କେତେ ହେଲେ ସଂଯୋଗଟି ଥାଏ କାହା ସଙ୍ଗେ କହି ପରିବାକି କିଏ? 1 ସଂଯୋଗଟି ନୂହେଁ ଯୋଗାଯୋଗ ପରା ଭିନ୍ନ୍ ସେ ଏକ ମର୍ମାର୍ଥ ଯୋଗାଯୋଗ
କବିତା

ମଜାଟି ଚାଖିବୁ ଚୋଖା

satya
ତୁମର ବିଶ୍ବାସ ହେଉକି ନ ହେଉ ମୁଁ କିନ୍ତୁ ତାଙ୍କୁ ଭେଟିଛି ଯାଉଥିଲି ଦିନେ ବାଟେ ବାଟେ ଚାଲି ଆସୁଥିଲେ ସିଏ ଧାଇଁ ।।1 ଠିକଣା ଯାଗାରେ ଭେଟା ଭେଟି ହେଲା ପଚାରି ବୁଝିଲି
କବିତା

ଐକାନ୍ତିକ ଇଚ୍ଛା

satya
ମୋର ଗୋଟେ କାହିଁ ଐକାନ୍ତିକ ଇଚ୍ଛା ତୁମକୁ ପାରୁନି କହି କି ଲାଭେ ଜୀବନେ ନ ପାଇଲି ଯେବେ ଦରଶନ ଗୋଟେ ସେହି।। 1 ତୁମ ଇସାରାରେ ସୃଷ୍ଟି ସଂରଚନା ମୁଁ ତହିଁ ଯେ
କବିତା

ଆପଣାର କିଏ?

satya
ମୋଠୁଁ ମୋର ଏଡ଼େ ଆପଣାର କିଏ ଖୋଜିଛି ଅନେକବାର ପ୍ରଶ୍ନର ଉତ୍ତର କାହିଁ ତ ପାଇନି ତହିଁ ସଠିକ୍ ଉତ୍ତର।।1 ବେଳେ ବେଳେ ଏତେ ପାଉଥିବା ଭଲ ମୋର ନୂହେଁ ମୋ ଶରୀର ତଥାପି
କବିତା

ମୁଁ ଯଦି ଏବେଠୁଁ ଯା’ନ୍ତି ମରି

satya
ମୁଁ ଯଦି ଏବେଠୁଁ ସତେ ଯା’ନ୍ତି ମରି କାହାର କଣ’ଟେ ଯା’ନ୍ତା ବିଶେଷ ବା କିଛି ସେମିତି ଗୋଟାଏ କ’ଣ ଫରକ ପଡ଼ନ୍ତା? 1 ବଞ୍ଚିଥିଲା ବେଳେ ଖୁବ୍ ବାଣ୍ଟୁଥିଲି ଅନୁଗତ ଥିଲେ ଥୋକେ
କବିତା

ମୁକ୍ତି ଗଙ୍ଗା

satya
ମୋ ଏ ଜୀବନରେ ସମସ୍ତ ଔଦ୍ଧତ୍ୟ  ଗର୍ବ  ଭାଙ୍ଗି ଗଲା ପରେ ମୁଁ ଯେ ନିରୁପାୟ ଉପାୟଟି ଶୂନ୍ୟ ଶରଣାପନ୍ନ ମୁଁ ତୋରେ।। 1 ମାଇଲେ ମାରିବୁ ରଖିଲେ ରଖିବୁ ତୁଇ ମୋର ଶେଷ

Login

X

Register