କବିତାନୁଆଁଣିଆ ଚାଳsatya7th June 2019 by satya7th June 20190576 ଲୋକାଚାରର ତ ସୁଦୂର ପ୍ରସାରୀ ପ୍ରଭାବ ଯେ ରହିଥାଏ ଜନ ମାନସକୁ ଆନ୍ଦୋଳିତ ଯାହା ଅହରହ କରିଥାଏ।। 0 ଘରୁ ବାହାରୁଣୁ ବାଜି ଗଲା ଚାଳ ନୂଆଁଣିଆ ଚାଳ ରୋକେ ତୁଣ୍ଡ ବାଇଦ ତ
କବିତାବିଲେଇର ଛିଙ୍କsatya6th June 20197th June 2019 by satya6th June 20197th June 20190923 ସକାଳୁ ସକାଳୁ ଘରୁ ବାହାରୁଣୁ ଛିଙ୍କି ଦେଲା ଗୋଟେ ବିଲି ବଦଳି ଗଲା ମୋ ଗନ୍ତବ୍ୟ ପଥଟି ଦଣ୍ଡେ ମୁଁ ଅଟକି ଗଲି।। ପରିବର୍ତ୍ତନ ମୋ ଆସିଗଲା ଗୋଟେ ଭାବନା ବଦଳି ଗଲା ଘଟିବାର
କବିତାକ୍ରିକେଟ କ୍ରେଜ୍satya4th June 20196th June 2019 by satya4th June 20196th June 20194 637 କ୍ରିକେଟ କ୍ରେଜ୍ —by ସତ୍ୟ ପ୍ରକାଶ ସେଠୀ କ୍ରିକେଟ ପ୍ରେମୀଙ୍କ ଉତ୍ସାହ ଦେଖିଣ ମନେ ଉପୁଜଇ ଶଙ୍କା ଭାରତର ଦେଖି ବିଜୟର ଯାତ୍ରା ବିରୋଧୀଙ୍କ ମୁହଁ ବଙ୍କା।। o ଦଶଟି ଦଳ ତ ଭାଗ
କବିତାତପ୍ତ ଧରିତ୍ରୀsatya4th June 20194th June 2019 by satya4th June 20194th June 20190529 ଅତୀତ କଥା ତ ଗଲାଣି ସଙ୍ଗାତ ବର୍ତ୍ତମାନ ସ୍ଥିତି ଭିନ୍ନ୍ ଭବିଷ୍ୟତ ତେଣୁ ଅନ୍ଧକାର ହେବ ସ୍ଥିତି ସମ୍ଭାଳିବା କଷ୍ଟ।। ଗ୍ରୀଷ୍ମର ପ୍ରକୋପ ସହି ହେଉ ନାହିଁ ଖରା ବେଳେ ତାପ ଭାରି ଉତ୍ତପ୍ତ
କବିତାତମାଖୁsatya31st May 2019 by satya31st May 20191759 Good bye tobacco ତମାଖୁ ସେବନ ବିପତ୍ତି କାରଣ ଏ କଥାଟି ଆମେ ଜଣା ଛାଡ଼ି ଦେବା ଚାଲ ବିଷପାନାମୃତ ଫୁସଫୁସ୍ ହେବ କଣା ।।0 ପରିବାର ଲୋକେ ହନ୍ତସନ୍ତ ସିନା ଦାରିଦ୍ର୍ୟରେ ହେବେ
କବିତାWorld AIIDS Vaccine daysatya16th May 2019 by satya16th May 20192 563 World AIDS Vaccine day 18th May —by ସତ୍ୟ ପ୍ରକାଶ ସେଠୀ ଏଡସ୍ ଯେ ଏକ ଦୁରାରୋଗ୍ୟ ବ୍ୟାଧି ସହଜେ ନୁହେଁ ଆରୋଗ୍ୟ ସତର୍କତା ଖାଲି ଅବଲମ୍ବନୀୟ ରୋଗର ନିଦାନ କାମ୍ୟ।।0 ଯୌନ
କବିତାInternational museum daysatya16th May 201916th May 2019 by satya16th May 201916th May 20190445 ମ୍ଯିଜିୟମ ଦିବସ ସଂଗ୍ରହାଳୟର ଗୁରୁତ୍ଵ କେତେ ଯେ ସହଜରେ ଅନୁମେୟ ଯାବତ୍ ଜିନିଷ ଯହିଁ ସଂଗୃହିତ ସେଇଟି ସଂଗ୍ରାହଳୟ।। 0 ପ୍ରାଗୈତିହାସିକ ପ୍ରସ୍ତର ଯୁଗଠୁଁ ଏବର ସମାଜ ଯାଏଁ କେତେ ପୁରାତନ ପ୍ରାଚୀନ ବିଶେଷ
କବିତାସଂକ୍ରାନ୍ତି ଆସରsatya16th May 2019 by satya16th May 20190551 ସଂକ୍ରାନ୍ତି ଆସର ଭାରି ତ ଜମୁଛି ବହୁ ଲୋକ ସମାଗମ ଏମିତିକା ଗୋଟେ ପରିକଳ୍ପନା ଯେ ଅନିଲ ଭାଇଙ୍କ କାମ।। 0 ଭାରି ସ୍ନେହ ବୋଳା କଥାରେ ମିଠାସ ଭରିଛ କି ତୁମେ ପରା
କବିତାKrushna ସାର୍ – ଏକ ଆକଳନsatya16th May 2019 by satya16th May 20190571 ସାହୁ ସାର୍ – ଏକ ଆକଳନ —-by ସତ୍ୟ ପ୍ରକାଶ କୃଷ୍ଣ ସାହୁ ସାର୍ ଆମରି ସ୍କୁଲରେ ଆମ ଇଂରାଜୀ ଶିକ୍ଷକ ନିଆରା ବ୍ୟକ୍ତିତ୍ୱ ଛାତ୍ର ଛାତ୍ରୀ ପ୍ରିୟ ଜାଣ ଭାରି ଭଲ ଲୋକ।।
କବିତାଜୀବ ବିଭିଦତାsatya14th May 201914th May 2019 by satya14th May 201914th May 20190613 International day for biological diversity ଉଦ୍ଭିଦ ଆଉ ସେ ପ୍ରାଣୀ ଜଗତ ଯେ ଅତି ବିପଦ ସଙ୍କୁଳ ପ୍ରତିକୂଳ ଯେଣୁ ପରିବେଶ ପରା ହନ୍ତସନ୍ତ ପ୍ରାଣୀ କୂଳ।। 0 ବାୟୁ ମଣ୍ଡଳର ପରିବର୍ତ୍ତନେ