କବିତାପଶୁ ଓ ମଣିଷsatya11th June 2019 by satya11th June 20190678 ପଶୁ ଓ ମଣିଷ —by ସତ୍ୟ ପ୍ରକାଶ ସେଠୀ କୁକୁର ଆମର ଭାରି ପ୍ରିୟ ଜନ ଘର ଭିତର ଠାକୁର ଚାକର ଗୁଡ଼ାକ ପଶୁ ତୁଲ୍ୟ ପରା ତାଙ୍କ କଥା କାଁ ପଚାର।। 0
କବିତାଠେକୁଆ ଓ କଇଁଛsatya11th June 2019 by satya11th June 20190870 ଠେକୁଆ ଓ କଇଁଛ —-by ସତ୍ୟ ପ୍ରକାଶ ସେଠୀ କଇଁଛ ଲକ୍ଷଣ ନିରବଚ୍ଛିନ୍ନ ତ ଧୈର୍ଯ୍ୟ ସହକାରେ ଗତି ଠେକୁଆଟା ପରା ଭାରି ଅଳସୁଆ ଘଡିକେ ବିରାମ ମତି।। 0 ପରିଶ୍ରମ ଫଳ ବେକାର
କବିତାଶୃଗାଳ ଓ ଛାଗsatya11th June 2019 by satya11th June 20190880 ଶୃଗାଳ ଓ ଛାଗ —by ସତ୍ୟ ପ୍ରକାଶ ସେଠୀ ଶୃଗାଳ ଗର୍ତ୍ତରେ ପଡି ଛଟପଟ ଉପାୟ ପାଞ୍ଚିଲା ବସି ଛଳରେ ଶିକାର ନଭାବି ନଚିନ୍ତି ଛାଗ ଗଲା ଗର୍ତ୍ତେ ପଶି। ।0 ଛଳ କପଟକୁ
କବିତାତାର ଓ ଲୌହ ଦଣ୍ଡsatya11th June 2019 by satya11th June 20190636 ତାର ଓ ଲୌହ ଦଣ୍ଡ —-by ସତ୍ୟ ପ୍ରକାଶ ସେଠୀ ତାର କମନୀୟ ନମନୀୟ ଗୁଣ ନୁଆଁଇ ଦିଏ ସେ ମୁଣ୍ଡ ଲୌହ ଦଣ୍ଡ କିନ୍ତୁ ଯେତେ ଶକ୍ତ ଥାଉ ବେଳ ପଡ଼ିଲେ ଦି
କବିତାଗାଡ଼ିଆ ଓ ନଦୀsatya10th June 201910th June 2019 by satya10th June 201910th June 20190640 ପୁଷ୍କରଣୀ ଜଳ ଆବର୍ଜନେ ପୂର୍ଣ୍ଣ ଆଗମନ କ୍ରିୟା ହୀନ ଚିର ସ୍ରୋତସ୍ୱିନୀ ସ୍ରୋତ ପ୍ରବାହରେ କାଚ କେନ୍ଦୁ ଜଳଧାର।।0 ରକ୍ତ ପ୍ରବାହରେ ପ୍ରବହମାନ ଯେ ଚଳ ଚଞ୍ଚଳତା ଆସେ ନୋହିଲେ ସ୍ଥାଣୁତା ଘୋଟେ ଶର୍ବରୀରେ
କବିତାଅମ୍ବ ଆମ୍ବଡାsatya10th June 2019 by satya10th June 20190866 ଆମ୍ଭ ହେଉ ଅବା ଆମ୍ବଡା —-by ସତ୍ୟ ପ୍ରକାଶ ସେଠୀ ଆମ୍ବ ହେଉ ଅବା ଆମ୍ବଡା ଫଳ ସେ ପକ୍ଵ ଫଳ ପରା ମିଠା କଞ୍ଚା ଫଳ ଗୁଣ କେମିତି କହିବା ନ ଚାଖି
କବିତାଗୁଡ଼ି ଓ ବିହଙ୍ଗsatya10th June 2019 by satya10th June 20190769 ଗୁଡ଼ି ଓ ବିହଙ୍ଗ —–by ସତ୍ୟ ପ୍ରକାଶ ସେଠୀ ଗୁଡି ଉଡ଼ିଲେ ବି ସୁଉଚ୍ଚ ଆକାଶେ ଡୋର ଥାଏ କାହା ହାତେ ପକ୍ଷୀ କିନ୍ତୁ ଉଡେ ଡେଣା ଟେକି ତା’ର ଘୂରେ ନିଜ ଇଚ୍ଛାମତେ।।
କବିତାଅନ୍ଧାର ଓ ଆଲୁଅsatya10th June 2019 by satya10th June 20190759 ଅନ୍ଧାର ଓ ଆଲୁଅ —–by ଅନ୍ଧାର ଆଲୁଅ ଉଭୟ ଥାଆନ୍ତି ଖାଲି ହୋଇଗଲେ ଗୋଟେ ଶୂନ୍ୟ ସ୍ଥାନଟି ଯେ ପୂରଣ ସକାଶେ ଅନ୍ୟଟି ଧସେଇ ପଶେ।। 0 ଉତ୍ତପ୍ତ ଗ୍ୟାସୀୟ ଉଠେ ଉପରକୁ ଶୀତଳ
କବିତାଗୋଡ଼ି ଓ ସିମେଣ୍ଟsatya10th June 2019 by satya10th June 20190670 ଗୋଡ଼ି ଓ ସିମେଣ୍ଟ —by ସତ୍ୟ ପ୍ରକାଶ ସେଠୀ ଗୋଡ଼ି ଓ ସିମେଣ୍ଟ ଉଭୟ ଜରୁରୀ ଘରଠିଁ ଥିଲେ ତ ମତି ଗୋଟେ ପରା ଟାଣ ଅନ୍ୟଟି ନରମ ମିଶିଲେ ସୁଦୃଢ ସ୍ଥିତି। ।0
କବିତାହିମପ୍ରବାହ ଓ ଅଗ୍ନିବର୍ଷାsatya9th June 20199th June 2019 by satya9th June 20199th June 20190744 କିଏ କହେ ଅବା ହିମ ପ୍ରବାହରେ କେ କହେ ଅଗ୍ନିବର୍ଷାରେ ବିନଷ୍ଟ ହୋଇବ ସ୍ରୁଷ୍ଟି ସଂରଚନା ଏ କଥା ସତସିଦ୍ଧରେ।।0 ଅହମିକା କ୍ରୋଧ ଲୋଭର ପ୍ରାବଲ୍ୟେ ଧ୍ବଂସ ହୋଇଯିବ ଧରା ଅସହିଷ୍ଣୁପଣ ଘୃଣାର ଆଧିକ୍ୟେ