Satya Prakash
କବିତା

ଗାଡ଼ିଆ ଓ ନଦୀ

ପୁଷ୍କରଣୀ ଜଳ ଆବର୍ଜନେ ପୂର୍ଣ୍ଣ
ଆଗମନ କ୍ରିୟା ହୀନ
ଚିର ସ୍ରୋତସ୍ୱିନୀ ସ୍ରୋତ ପ୍ରବାହରେ
କାଚ କେନ୍ଦୁ ଜଳଧାର।।0
ରକ୍ତ ପ୍ରବାହରେ ପ୍ରବହମାନ ଯେ
ଚଳ ଚଞ୍ଚଳତା ଆସେ
ନୋହିଲେ ସ୍ଥାଣୁତା ଘୋଟେ ଶର୍ବରୀରେ
ଶିଥିଳତା ମାଡି ବସେ।।1
ନୂଆ ନୂଆ କଥା ଆହରଣେ ସିନା
ବୁଦ୍ଧିଦୀପ୍ତ ହୋଇଥାଏ
ଆହୃତ କ୍ରିୟାଟି ସକ୍ରିୟ ନୋହିଲେ
ପୂତିଗନ୍ଧମୟ ହୁଏ।। 2

Related posts

କାକଟପୁର ବାସିନୀ

satya

ଗାନ୍ଧୀ ଜୟନ୍ତୀ Gandhi Jayanti

satya

ଗାଁ ମାମଲତକାର

satya

Leave a Comment

Login

X

Register