ଗଳ୍ପଗୋଟେ ନିଛାଟିଆ ରାତିsatya5th December 2019 by satya5th December 20190851 ନିଛାଟିଆ ରାତି By ସତ୍ୟ ପ୍ରକାଶ ସେଠୀ ଆଜି ହେଉଛି ପବିତ୍ର ଦୀପାବଳୀ ଅମାବାସ୍ୟା। ଉକ୍ତ ଦିବସରେ ପ୍ରଭୂ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ଯାହଙ୍କ ଉଦ୍ଦେଶ୍ଯରେ ଅଯୋଧ୍ୟା
ଗଳ୍ପମୋ ମାମୁଁ ଘର ଗାଁ ମୋ ବାଲ୍ୟସଙ୍ଗିନୀsatya5th December 2019 by satya5th December 20190566 ମୋ ମାମୁଁ ଘର ମୋ ବାଲ୍ଯ ସଙ୍ଗିନୀ By ସତ୍ୟ ପ୍ରକାଶ ସେଠୀ ପାଠ ପଢି ସାରି ଚାକିରୀ ଖଣ୍ଡେ କରିବା ସ୍ଵପ୍ନ ପ୍ରାୟ ସମସ୍ତଙ୍କର ଥାଏ । ମୋର ବି ଏହି ନିଶାଟା
ଗଳ୍ପମୁଁ ବିଧବା କହୁଛିsatya2nd December 20197th December 2019 by satya2nd December 20197th December 20190517 ମୁଁ ଦୁଃଖ କହିବି କି ସୁଖ କହିବି ଜାଣେନା। ପୁଣି ଯାହା କହିବି ତାହା ଶୁଣିବା ପାଇଁ କାହା ପାଖରେ ଏତେଟା ଧୈର୍ଯ୍ୟ ଅଛି କି ନା ତାହା ବି ଜାଣେନା। ଆପଣମାନେ ଜାଣିଛନ୍ତି
ଗଳ୍ପଦିନନାଥ ବିଦ୍ୟାନିକେତନsatya30th November 20197th December 2019 by satya30th November 20197th December 20190443 ଦିନନାଥ ବିଦ୍ୟା ନିକେତନ… ପୀତବାସ ସେଦିନ ଗାଁକୁ ଆସିଥିଲେ। ଦୂର୍ଗା ପୂଜା ଛୁଟି ଘଡି, ତେଣୁ ଲମ୍ବା ଛୁଟି ହାତରେ। ପେଶାରେ ସେ ଜଣେ ଶିକ୍ଷକ। ପିଲାଟି ଦିନରୁ ଖୁବ୍ ଗରୀବ। ତେଣୁ ଅନେକ
ଗଳ୍ପଆକଟsatya30th November 2019 by satya30th November 20190476 ଆକଟ —-by ସତ୍ୟ ପ୍ରକାଶ ସେଠୀ -“ଟୁ ଟୁ ଯା ଫୋର, ଏଥର ଅଙ୍କ ଖାତା ରଖି ଦିଅ! ଆମେ ଇଂରାଜୀ ରାଇମସ୍ ଶିଖିବା” । -ନାଇଁ ମୋତେ ନିଦ। ମୁଁ ଖେଲିବି। କାର୍ଟୁନ୍
ଗଳ୍ପଆରମ୍ଭsatya30th November 2019 by satya30th November 20190518 ଆରମ୍ଭ —by ସତ୍ୟ ପ୍ରକାଶ ସେଠୀ ମୁଁ କଲେଜରେ ପଢୁଥାଏ। ଆଉ ସେଇ କଲେଜରେ ରମା ବି ପଢୁଥାଏ। ରମାଟା ଭାରି ସୁନ୍ଦରୀ। ତା ସୌନ୍ଦର୍ଯ୍ୟର ଆଉ କୌଣସି କାରଣ ଥାଉ କି ନଥାଉ
ଗଳ୍ପପ୍ରଥମ ପ୍ରେମsatya27th November 2019 by satya27th November 20190718 ପ୍ରଥମ ପ୍ରେମ By ସତ୍ୟ ପ୍ରକାଶ ସେଠୀ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର। ଭୁବନେଶ୍ବରରେ ରାଜଧାନୀ କଲେଜ, ମୋ କଲେଜ। ସେଦିନ ସେଇଠି ମୋର, ମୋ କଲେଜ ଜୀବନ ଆରମ୍ଭ ହୋଇଥିଲା। ନୂଆ ସହର। ଲୋକ
ଗଳ୍ପହେତୁ ଓ ସେତୁsatya27th November 2019 by satya27th November 20190534 ହେତୁ ଓ ସେତୁ —by ସତ୍ୟ ପ୍ରକାଶ ସେଠୀ ବହୁଦିନ ପରେ ପାଞ୍ଚ ଖଣ୍ଡି ଗାଁ ରୁ ପଚିଶ ଭଦ୍ରଲୋକ ଏକାଠି ହେଲେ, ଗୋଟେ ନ୍ୟାୟ ଦରବାର ବସିଲା। ସରପଞ୍ଚ ବାବୁଙ୍କ ଇଜିଲାସରେ ଏହି
ଗଳ୍ପବୈଜ୍ଞାନିକର ଲକ୍ଷ୍ୟsatya24th November 2019 by satya24th November 20190442 ବୈଜ୍ଞାନିକର ଲକ୍ଷ୍ୟ —-by ସତ୍ୟ ପ୍ରକାଶ ସେଠୀ ସେଦିନ ଜଣେ ଭଦ୍ରଲୋକ ଟ୍ରେନରେ ଦୀର୍ଘ ପାଥ ଯାତ୍ରା କରୁଥିଲେ। ବେଶ ପରିପାଟିରୁ ଜଣେ ସମ୍ରାନ୍ତ ପରିବାରର ଲୋକ ପରି ତ ମନେ ହେଉଥିଲେ। ମନେ
ଗଳ୍ପଏକମାତ୍ର ସନ୍ତାନsatya10th November 2019 by satya10th November 20190457 ଏକ ମାତ୍ର ସନ୍ତାନvery short story ——————— ସେଦିନ ସୁନାକର ବାବୁ ଅଫିସ କାମ ଅଧା ରଖି ଲଞ୍ଚ ସମୟରେ ଘରକୁ ଆସିଥିଲେ। ଗଣ୍ଡେ ଶାନ୍ତିରେ ଖାଇ ପୁଣି ଫେରିବେ ଅଫିସ। ଦାଣ୍ଡ ଘରେ