ଗଳ୍ପବାଣୀ ବିହାରରେ ପ୍ରେମର ନବ ଦିଗନ୍ତsatya20th September 201929th September 2019 by satya20th September 201929th September 201901347 .. ଔପନ୍ୟାସିକ ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, ଔପନ୍ୟାସିକ, କବି, ଗାଳ୍ପିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ,ଅନୁଷ୍ଠାନପ୍ରାଣା
ଗଳ୍ପଲାବୋରଟୋରୀର ରାତ୍ରି ଉଜାଗରsatya21st August 2019 by satya21st August 20190702 ଲାବୋରଟୋରୀର ରାତ୍ରି ଉଜାଗର ଲାବୋରେଟୋରୀରେ ରାତ୍ରି ଉଜାଗର —by ସତ୍ୟ ପ୍ରକାଶ ସେଠୀ ଅଧ୍ୟାପକ ଜୀବନରେ ଗୋଟେ ଉପକଥା, କିନ୍ତୁ ଲୋମହର୍ଷଣକାରୀ ଭାରି। ଭୟାନକ ସେ କାହାଣୀ। ଶୁଣିଲେ ଛାତି ମୁଣ୍ଡ ବିନ୍ଧି ଉଠିବ
ଗଳ୍ପଶୂନ୍ଶାନ୍ ରାତିsatya14th August 2019 by satya14th August 20190763 ଶୂନ୍ ଶାନ୍ ରାତି –by ସତ୍ୟ ପ୍ରକାଶ ସେଠୀ ବହୁ ବର୍ଷ ତଳର କଥା, ଓଡ଼ିଶାର କଟକ ସହର। ଯାହା ଏବେକାର ଏପରି ନଥିଲା, ଆଗ କାଳର ଅଳ୍ପ ଲାଇଟ୍ ପୋଷ୍ଟ, ଚାରିଆଡ଼େ ଝାଉଁ
ଗଳ୍ପମୁଁ କାହାକୁ କୃତଜ୍ଞsatya13th August 2019 by satya13th August 20190587 ମୁଁ କାହାକୁ କୃତଜ୍ଞ ——By ସତ୍ୟ ପ୍ରକାଶ ସେଠୀ ଏହି କୃଷ୍ଣ ସାର୍ ନିଆରା ବ୍ୟକ୍ତିତ୍ୱ, ଭିନ୍ନ୍ ଏକ ମଣିଷ ।ଯାହାଙ୍କ ବାଲ୍ଯ ଜୀବନ ହଜି ଯାଇଥିଲା ପ୍ରଚଣ୍ଡ ଦାରିଦ୍ର୍ୟତା ଭିତରେ। ଧୂଳି ଘର
ଗଳ୍ପମାଟି ହେବ ଲୋ! ମାଟିsatya9th August 20199th August 2019 by satya9th August 20199th August 20190587 ଦୁଇ ଯାଆ —by ସତ୍ୟ ପ୍ରକାଶ ସେଠୀ ଘର ଶେରଗଡ଼। ସହର ନୂହେଁ କି ମଫସଲ, ଏକ ଛୋଟ ବଜାର ପାଖ ଘର । ପକ୍କା ଘର ନୂହେଁ କି କୋଠା ଘର, ଛଣ
ଗଳ୍ପତୁଳସୀsatya8th August 2019 by satya8th August 20190734 ତୁଳସୀ _-by ସତ୍ୟ ପ୍ରକାଶ ସେଠୀ ତୁଳସୀ ବାପା ମାଆଙ୍କର ଗୋଟେ ବୋଲି ଝିଅ। ଭାରି ଅଲିଅଳି। ପିଲାଟି ଦିନରୁ ସୁଖ ସମ୍ଭୋଗ ଭାଗ୍ୟରେ ଜୁଟିଥିଲା। ଯାହା କହିଲେ ବାପା ମା ଦି’ଟା କିଣି
ଗଳ୍ପଦିନକର ଅପତ୍ନୀକsatya6th August 20196th August 2019 by satya6th August 20196th August 20190611 ଦିନକର ଅପତ୍ନୀକ —-by ସତ୍ୟ ପ୍ରକାଶ ସେଠୀ ସେଦିନ ଶିବାନନ୍ଦ ବାବୁ କଟକ ଯାଇଥାନ୍ତି। ଜନ ଗହଳି ପୂର୍ଣ୍ଣ ରାସ୍ତା ବାଦାମ ବାଡ଼ି ପାଖ। ଦଳେ ଲୋକ କାହାକୁ ଗୋଟେ ଘେରି ରହିଥାନ୍ତି, ଯେମିତି
ଗଳ୍ପଓଥଡ଼ାsatya2nd August 2019 by satya2nd August 20190625 ଓଥଡ଼ା —-By ସତ୍ୟ ପ୍ରକାଶ ସେଠୀ ତୁମେ କାହିଁକି ବାହା ହେଇନ, ଓଥଡା ଦୋଷ ଲାଗିବ ।ହେଲେ ଖପୀଶ ହୋଇ ଆମକୁ ଡରାଇଲେ ଆମେ ଗୁଣିଆ ହୋଇ ନାକରେ ଶୁଖିଲା ଲଙ୍କା ଧୂଆଁ ଦେଇ
ଗଳ୍ପତୁମୁଳ କାଣ୍ଡsatya29th July 201929th July 2019 by satya29th July 201929th July 20193 699 ତୁମୁଳ କାଣ୍ଡ ———by ସତ୍ୟ ପ୍ରକାଶ ସେଠୀ ନନ୍ଦିକା ଆର ଗାଁର ଝିଅ। ମଧୁ ସାଆଁନ୍ତଙ୍କ ନାତୁଣୀ ସରପଞ୍ଚ ବାବୁଙ୍କ ଝିଅ। ଜମିଦାରୀ ସିନା ଚାଲି ଯାଇଛି , ହେଲେ ଖାତିରଟା ଏଯାଏଁ ଯାଇ
ଗଳ୍ପଦୀର୍ଘ ନିଶ୍ଵାସର ଅନ୍ତରାଳେsatya28th July 201928th July 2019 by satya28th July 201928th July 20190566 ଆଜି କାଲି ଦୁନିଆର ଗତି କୁଆଡ଼େ ? ଅଧୋଗତି ନା ଉର୍ଦ୍ଧ୍ଵଗତି? ଆଧୁନିକତାର ଆଳରେ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ଆଜି ମାନବ ସମାଜକୁ ଧୀରେ ଧୀରେ ପଙ୍ଗୁ କରିବାରେ ଲାଗିଛି। ଦିନ ଥିଲା