ଗଳ୍ପମାଟି ହେବ ଲୋ! ମାଟିsatya9th August 20199th August 2019 by satya9th August 20199th August 20190676 ଦୁଇ ଯାଆ —by ସତ୍ୟ ପ୍ରକାଶ ସେଠୀ ଘର ଶେରଗଡ଼। ସହର ନୂହେଁ କି ମଫସଲ, ଏକ ଛୋଟ ବଜାର ପାଖ ଘର । ପକ୍କା ଘର ନୂହେଁ କି କୋଠା ଘର, ଛଣ
ଗଳ୍ପତୁଳସୀsatya8th August 2019 by satya8th August 20190831 ତୁଳସୀ _-by ସତ୍ୟ ପ୍ରକାଶ ସେଠୀ ତୁଳସୀ ବାପା ମାଆଙ୍କର ଗୋଟେ ବୋଲି ଝିଅ। ଭାରି ଅଲିଅଳି। ପିଲାଟି ଦିନରୁ ସୁଖ ସମ୍ଭୋଗ ଭାଗ୍ୟରେ ଜୁଟିଥିଲା। ଯାହା କହିଲେ ବାପା ମା ଦି’ଟା କିଣି
ଗଳ୍ପଦିନକର ଅପତ୍ନୀକsatya6th August 20196th August 2019 by satya6th August 20196th August 20190708 ଦିନକର ଅପତ୍ନୀକ —-by ସତ୍ୟ ପ୍ରକାଶ ସେଠୀ ସେଦିନ ଶିବାନନ୍ଦ ବାବୁ କଟକ ଯାଇଥାନ୍ତି। ଜନ ଗହଳି ପୂର୍ଣ୍ଣ ରାସ୍ତା ବାଦାମ ବାଡ଼ି ପାଖ। ଦଳେ ଲୋକ କାହାକୁ ଗୋଟେ ଘେରି ରହିଥାନ୍ତି, ଯେମିତି
ଗଳ୍ପଓଥଡ଼ାsatya2nd August 2019 by satya2nd August 20190699 ଓଥଡ଼ା —-By ସତ୍ୟ ପ୍ରକାଶ ସେଠୀ ତୁମେ କାହିଁକି ବାହା ହେଇନ, ଓଥଡା ଦୋଷ ଲାଗିବ ।ହେଲେ ଖପୀଶ ହୋଇ ଆମକୁ ଡରାଇଲେ ଆମେ ଗୁଣିଆ ହୋଇ ନାକରେ ଶୁଖିଲା ଲଙ୍କା ଧୂଆଁ ଦେଇ
ଗଳ୍ପତୁମୁଳ କାଣ୍ଡsatya29th July 201929th July 2019 by satya29th July 201929th July 20193 790 ତୁମୁଳ କାଣ୍ଡ ———by ସତ୍ୟ ପ୍ରକାଶ ସେଠୀ ନନ୍ଦିକା ଆର ଗାଁର ଝିଅ। ମଧୁ ସାଆଁନ୍ତଙ୍କ ନାତୁଣୀ ସରପଞ୍ଚ ବାବୁଙ୍କ ଝିଅ। ଜମିଦାରୀ ସିନା ଚାଲି ଯାଇଛି , ହେଲେ ଖାତିରଟା ଏଯାଏଁ ଯାଇ
ଗଳ୍ପଦୀର୍ଘ ନିଶ୍ଵାସର ଅନ୍ତରାଳେsatya28th July 201928th July 2019 by satya28th July 201928th July 20190678 ଆଜି କାଲି ଦୁନିଆର ଗତି କୁଆଡ଼େ ? ଅଧୋଗତି ନା ଉର୍ଦ୍ଧ୍ଵଗତି? ଆଧୁନିକତାର ଆଳରେ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ଆଜି ମାନବ ସମାଜକୁ ଧୀରେ ଧୀରେ ପଙ୍ଗୁ କରିବାରେ ଲାଗିଛି। ଦିନ ଥିଲା
ଗଳ୍ପମୋନା ଓ ସୋନାsatya26th July 201927th July 2019 by satya26th July 201927th July 20190736 ମୋନା ଓ ସୋନା ଦୁଇଟି ଆତ୍ମିକ ସତ୍ତା, ସେମାନେ ହୋଇପାରନ୍ତି ସ୍ତ୍ରୀ ଅବା ପୁରୁଷ, ଅବା ଦୁଇଟି ପ୍ରାଣୀ, କିନ୍ତୁ ପରସ୍ପରେ ଭଲ ପାଆନ୍ତି । ପରସ୍ପରକୁ ଖୁବ୍ ବେଶୀ ଭଲ ପାଆନ୍ତି-ଜଣେ
ଗଳ୍ପଶତ ପତ୍ନୀକsatya25th July 2019 by satya25th July 20190728 ରାୟ ବାହାଦୁର ବୋଲି ଗୋଟେ ଲୋକ ନୀଳଗିରିରେ ରହୁଥାଏ। ସେ ପ୍ରାକ୍ ସ୍ଵାଧୀନତା ଯୁଗର ଲୋକ। ଭାରି ପାଠୁଆ। ବ୍ରିଟିଶ ଅମଳର ପଢ଼ା। ସେ ସାତଟି ଭାଷାରେ ପାରଦର୍ଶିତା ଲାଭ କରିଥିଲେ। ଇଂରାଜୀ କହିବେ
ଗଳ୍ପଇଏ ବି ଗୋଟେ ପ୍ରେମsatya23rd July 2019 by satya23rd July 20194 683 ଇଏ ବି ଏକ ପ୍ରେମ —-by ସତ୍ୟ ପ୍ରକାଶ ସେଠୀ ଶୁଣିଥିଲି ପ୍ରେମ ଯୁବା ଅବସ୍ଥାରେ ହୁଏ। ହେଲେ ପରିଣତ ବୟସରେ କି ପ୍ରେମ କି ହୋ! ପ୍ରେମ ନା ମାନସିକ ବିକୃତି? ଆମ
ଗଳ୍ପମୋ ପ୍ରେମରେ ଲାଗିଲା ନିଆଁsatya22nd July 2019 by satya22nd July 20192 750 ମୋ ପ୍ରେମରେ ଲାଗିଲା ନିଆଁ —–by ସତ୍ୟ ପ୍ରକାଶ ସେଠୀ ଆଜି କଲେଜରେ ଶେଷ ଦିନ। ଫେରୱେଲ ମିଟିଂ ପରେ କ୍ଲାସ ସସ଼୍ପେଣ୍ଡ ହୋଇଯିବ। ବାକି ରହିଯିବ କେବଳ ପରିକ୍ଷାଟା। ଆଉ ପ୍ରତିଦିନ ଦେଖାହେବ