ଗଳ୍ପଶିବ ଚରଣ – ଏକ ଅମ୍ଲାନ ପ୍ରତିଭାsatya19th July 2019 by satya19th July 20191666 ଓଡ଼ିଶାର ଅଖ୍ୟାତ ପଲ୍ଲୀ ବିଖ୍ୟାତ ଗ୍ରାମ ହେଉଛି ରାଜୁଆଳି ବିନ୍ଧା। କିଏ, କେବେ ଓ କାହିଁକି ଏହି ଗ୍ରାମଟି ବସେଇଥିଲା ତାହାର କୌଣସି ସାକ୍ଷ୍ୟ ପ୍ରମାଣ ନାହିଁ ବା ଐତିହାସକ ତଥ୍ୟ। ତଥାପି ଏହି
ଗଳ୍ପଶେଷରେ ଶେଷ ସଂଳାପsatya5th January 201910th January 2019 by satya5th January 201910th January 201901106 ଡାଏରୀ ପୃଷ୍ଠାରୁ——- କାହିଁକି ମୋର ଆଜି କ’ଣ ହୋଇଛି କେଜାଣି, ମୁଁ ଆଜି ବେଶ୍ ଭାରାକ୍ରାନ୍ତ ମନେହେଉଛି। ମନେ ହେଉଛି ମୁଁ ନିରାଶ୍ରୟ ଜନ । ମୁଁ ଏକାନ୍ତ ନିସ୍ଵ। ମୋର ସତେ
ଗଳ୍ପମୁଁ ବାହା ହେବିsatya26th December 201826th December 2018 by satya26th December 201826th December 201801537 ମୁଁ ବାହା ହେବି। ମୋତେ ଯେବେଠାରୁ ବୟସ ଧରିଲାଣି ଚବିଶ କି ପଚିଶ ମୋ ବାହାଘର ଚିନ୍ତା ଘାରିଲାଣି ବନ୍ଧୁ ବାନ୍ଧବଙ୍କଠୁଁ ସମସ୍ତଙ୍କୁ। ହେଲେ ସେତେବେଳେ ମୋର ଚାକିରୀ ବାକିରି ନଥିବାରୁ କେହି ଏତେଟା
ଗଳ୍ପଗୋଟିଏ ଭୂଲ କୋଟିଏ କ୍ଷତିsatya20th December 201820th December 2018 by satya20th December 201820th December 20180960 ଗୋଟିଏ ଭୂଲ କୋଟିଏ କ୍ଷତି —by ସତ୍ୟ ପ୍ରକାଶ ସେଠୀ ଅନେକ ସମୟରେ ମଣିଷ ଜ୍ଞାତରେ ହେଉ ବା ଅଜ୍ଞାତରେ କିଛି ନା କିଛି ଭୂଲ କରି ବସିଥାଏ, ଯେଉଁ ଭୂଲ ପାଇଁକି ଦିନେ
ଗଳ୍ପମଲା ପୁଅ ବଞ୍ଚିଲାsatya18th December 201820th December 2018 by satya18th December 201820th December 201811036 ମଲା ପୁଆ ବଞ୍ଚିଲା By ସତ୍ୟ ପ୍ରକାଶ ସେଠୀ ———////————— ବାସୁଦେବପୁରର ବ୍ରାହ୍ମଣୀ ଗାଁରେ ପବିତ୍ର ଗଣେଶ ଚତୁର୍ଥୀ ଦିନ ଏକ ବ୍ରାହ୍ମ ମୁହୁର୍ତ୍ତରେ ପିତା ଭୈରବ ଚନ୍ଦ୍ରଙ୍କ ଔରସରୁ ମାଆ ଶାନ୍ତିଲତାଙ୍କ କ୍ରୋଡ଼
ଗଳ୍ପରୋଡ଼ ଛାପ ହିରୋsatya15th December 201819th December 2018 by satya15th December 201819th December 20180796 ରୋଡ଼ ଛାପ ହିରୋ ——By ସତ୍ୟ ପ୍ରକାଶ ସେଠୀ ହଠାତ୍ ସହରକୁ ଜଣେ ଥୋଡ଼ି ଦାଢି ରଖା ବାବାଙ୍କର ଆଗମନ ହେଲା। ସେ କୁଆଡେ କିଛି ଦିନ ତଳେ ଥରେ ରାଗି ରୁଗି ଘରୁ
ଗଳ୍ପକପଡ଼ା ଦୋକାନୀ ପୁଅ ଆଇ. ଏ. ଏସ୍. ଟପରsatya13th December 201819th December 2018 by satya13th December 201819th December 201818 1818 କପଡ଼ା ଦୋକାନୀ ପୁଅ —-By ସତ୍ଯ ପ୍ରକାଶ ସେଠୀ ତବ୍ରେଜ୍ ପରିବାର ଯେଉଁଠି ରହନ୍ତି – ସେଇଟା ଗୋଟିଏ ଜନଗହଳିପୂର୍ଣ୍ଣ ବସତି। ଘରକୁ ଘର ସବୁ ଲାଗି ରହିଥାଏ। ଖୁନ୍ଦି ଖାନ୍ଦି ହୋଇ ଅନେକ
ଗଳ୍ପଅକୁହା କାହାଣୀ akuha kahanisatya13th December 201813th December 2018 by satya13th December 201813th December 20180824 ଅକୁହା କାହାଣୀ By ସତ୍ୟ ପ୍ରକାଶ ସେଠୀ ————////———— ଦିନେ ମେଜର ସାହେବ ସହର ଉପାନ୍ତରେ ଥିବା ଗୋଟିଏ ପାର୍କରେ ଅନ୍ଧାରୁଆ ଜାଗାଟିଏ ଚୟନ କରି ଏକାନ୍ତରେ ନିଭୃତରେ ଏକୁଟିଆ ନୀରବରେ ବସି ପଡ଼ିଥାନ୍ତି
ଗଳ୍ପଆମ ଗାଁ ମଶାଣି ପଦରsatya10th December 201811th December 2018 by satya10th December 201811th December 201801101 ଆମ ଗାଁ ମଶାଣି ପଦର —–by ସତ୍ୟ ପ୍ରକାଶ ସେଠୀ ଆମ ଗାଁ ମଶାଣି ପଦର ପଳାଶ ବଣ ଘେରା ବିସ୍ତୀର୍ଣ୍ଣ ପ୍ରାନ୍ତର। ଭାରି ନିଛାଟିଆ ନିକାଞ୍ଚନ ଜଙ୍ଗଲ। ଗାଁଠୁ ଟିକିଏ ଛାଡି ତା’ର
ଗଳ୍ପବନ୍ଧୁର ବନ୍ଧୁତା ସତେକି ବନ୍ଧୁରsatya10th December 201812th December 2018 by satya10th December 201812th December 20180971 ବନ୍ଧୁର ବନ୍ଧୁତା ସତେକି ବନ୍ଧୁର By ସତ୍ୟ ପ୍ରକାଶ ସେଠୀ ——————————- ଦୁଇ ବନ୍ଧୁ। ବନ୍ଧୁତା ପିଲାଟି ଦିନରୁ। ଯହୁଁ ସମୟ ଅତିକ୍ରାନ୍ତ ହେଉଥାଏ, ବୟସ ବଢି ବଢି ଯାଉଥାଏ ତହୁଁ ବନ୍ଧୁତ୍ୱ ନିବିଡ଼ରୁ