Uncategorisedସହଯାତ୍ରୀsatya26th September 202226th September 2022 by satya26th September 202226th September 20220235 ଭୁବନେଶ୍ବର ସହର। ମାଷ୍ଟର କ୍ୟାଣ୍ଟିନ୍ ଛକ, ଯେଉଁଠି ଅଛି ଭୁବନେଶ୍ବର ରେଲୱେ ଷ୍ଟେସନ। ଆଗପରି ଏହା ଆଉ ଏତେ ଅପରିଷ୍କାର ନାହିଁ। ସବୁଠିଁ ସଫା ସୁତର, ଭାରି ପରିଷ୍କାର ପରିମଳ। ଯାତ୍ରୀଙ୍କ ପାଇଁ ମଧ୍ୟ
Uncategorisedଲବିsatya25th September 202225th September 2022 by satya25th September 202225th September 20220244 ନିର୍ବାଚନ ପୂର୍ବରୁ ଲବି ଭାରି। ଲବି ଶବ୍ଦ ଜୋର୍ ଶୁଭେ। ନିର୍ବାଚନରେ କିଏ ଜିତିବ ହାରିବ ସେ ତ ପ୍ରତିଦ୍ୱନ୍ଦିତାର କଥା ଯାହା ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ସଂଘଟିତ ହୋଇଥାଏ , କିନ୍ତୁ
Uncategorisedଉଠା ଦୋକାନ ଫଟା କପାଳsatya23rd September 202223rd September 2022 by satya23rd September 202223rd September 20220220 ଉଠା ଦୋକାନ ଫଟା କପାଳ——-କାଳିଆ ନନା । ବୟସ ପଞ୍ଚାବନ। ଘର ଘଣ୍ଟେଶ୍ୱର।ପିଲାଟି ଦିନରୁ ସେ ଭଦ୍ରକ ସହରରେ। ଦିନେ ସେ ଅତି ଛୋଟ ପିଲା ହୋଇଥିଲା ଯେବେ ସେ ପ୍ରଥମ କରି ଭଦ୍ରକ
Uncategorisedଗୋଟେ ଅକୁଳାଣ ଦୁଇଟାରେ ଭରୁନି ପେଟsatya22nd September 202222nd September 2022 by satya22nd September 202222nd September 20220238 ଗୋଟେ ଅକୁଳାଣ ଦୁଇଟାରେ ବି ଭରୁ ନାହିଁ ପେଟ…….ସେଦିନ ହଠାତ୍ ଅଫିସରୁ ଘରକୁ ଫେରୁଥାଏ। ରାତି ପ୍ରାୟ ଦଶଟା ପାଖାପାଖି ହେବ। ମୋ ଗାଡି ଡ୍ରାଇଭର୍ କହିଲା – “ସାର୍ ଟିକିଏ ପାଞ୍ଚ ମିନିଟ
Uncategorisedନ୍ୟୁଡ ଭିଡିଓsatya19th September 202219th September 2022 by satya19th September 202219th September 20220224 ନ୍ୟୁଡ ଭିଡିଓ (nude vedeo) ପ୍ରଚୁର share କରନ୍ତୁ ସମାଜକୁ ଆବଶ୍ୟକ ଅଛି… ସେଦିନ ହଠାତ୍ ଏ ଅଧିକାରୀ ଜଣକ ମୋ ସାହାଯ୍ୟ ଲୋଡ଼ିଲେ। କହିଲେ – ” ମହେଶ୍ୱର ବାବୁ! ମୋତେ ଅଛି
Uncategorisedଗଳ୍ପ ପହଞ୍ଚିଲା ଚାରି ଧାଡ଼ିରେsatya16th September 202215th October 2022 by satya16th September 202215th October 20220256 ଗଳ୍ପ… ସେଇ ଏକା ଯିଏ ଏକା ଆତ୍ମବିଶ୍ଵାସରେ ଭରା—-////—-ଯେତେବେଳେ ଅତିରିକ୍ତ ଦରଦାମ୍ ବୃଦ୍ଧି ଓ ବେକାରୀ ସମସ୍ୟାର ଉତ୍ପୀଡ଼ନରେ ଉତ୍ପୀଡ଼ିତ ହୋଇ ଜନତା ତ୍ରାହି ତ୍ରାହି ଡାକୁଥିଲେ ସେତେବେଳେ କିଏ ଉତ୍ପୀଡ଼କ ଶାସାକଙ୍କର ବିକଳ୍ପ
Uncategorisedମୁଖବନ୍ଧ… ଅବଧୂତsatya12th June 202212th June 2022 by satya12th June 202212th June 20220285 ମୁଖବନ୍ଧ ଗାଳ୍ପିକ ସତ୍ୟ ପ୍ରକାଶ ସେଠୀସାହିତ୍ୟ ଗୋଟେ ନିଶା। ଏହି ନିଶାରେ ବଶବର୍ତ୍ତୀ ହୋଇ କିଏ କେତେବେଳେ ସାହିତ୍ୟିକରେ ପରିଣତ ହୋଇଯାଆନ୍ତି ତାହାର କିଛି ଇୟତା ନାହିଁ। ସେହିପରି ସାହିତ୍ୟ ପ୍ରତି ବେଶ୍ ଆସକ୍ତ
Uncategorisedମୁଖବନ୍ଧ… ପଦୁ ମାଷ୍ଟ୍ରେsatya12th June 202212th June 2022 by satya12th June 202212th June 20220268 ମୁଖବନ୍ଧ-ସତ୍ୟ ପ୍ରକାଶ ସେଠୀଭ୍ରାମ୍ଯ ଭାଷା :୯୯୩୭୧୮୧୮୪୬ପଦ୍ମ ଲୋଚନ ଦାସ ଜଣେ ଉଚ୍ଚ ଶିକ୍ଷାବିତ୍, ଯାହାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ। ନିପଟ ମଫସଲରେ ତାଙ୍କ ଘର। ଦାରିଦ୍ର୍ୟର କଷାଘାତରେ ନିଷ୍ପେସିତ ହୋଇ ଆଗକୁ ବଢିବାରେ ସେ
Uncategorisedରାଜନୀତିsatya23rd February 202223rd February 2022 by satya23rd February 202223rd February 20220297 ରାଜନୈତିକ ଆକାଶ ଓ ଆଜିର ରାଜନୀତି – :By ସତ୍ୟ ପ୍ରକାଶ ସେଠୀଆମେ ସ୍ଵାଧୀନୋତ୍ତର ଭାରତ ବର୍ଷରେ ଜନ୍ମ ଗ୍ରହଣ କରିଥିବାରୁ ଗଣତାନ୍ତ୍ରିକ ବ୍ୟବସ୍ତା ଭିତରେ ରାଜନୀତିର ପ୍ରଭାବ ଓ ପ୍ରଭୁତ୍ଵ ସମ୍ପର୍କରେ ଉଣା
Uncategorisedପୋଲିଂ ପାର୍ଟିsatya23rd February 202223rd February 2022 by satya23rd February 202223rd February 20220268 ପୋଲିଂ ପାର୍ଟୀBy ସତ୍ୟ ପ୍ରକାଶଏଥର ନିର୍ବାଚନ ବେଳାଟା ପାଖେଇ ଆସିଲାଣି। ସରକାର ଭାରି ତତ୍ପର। ନିର୍ବାଚନ କମିସନ୍ ଙ୍କ ହୁଇପ୍। ସରକାରୀ କର୍ମଚାରୀ ସବୁ ନିର୍ବାଚନ ଡ୍ୟୁଟିରେ ରହିବେ। ତେଣୁ ଛୁଟି ବାତିଲ। ବାହାନାବାଜି