Satya Prakash

Category : Uncategorised

Uncategorised

ନଦୀ ଦିବସ

satya
ବିଶ୍ଵ ନଦୀ ଦିବସLast Sunday SeptBy ସତ୍ୟ ପ୍ରକାଶ ସେଠୀନଦୀ ସଭ୍ୟତାଟି ପ୍ରାଚୀନତମ ଯେସଭ୍ୟତାର ଅଭ୍ୟୁଦୟସମ୍ଭବ ଥିଲା ସେ ନଦୀ କୂଳେ ଦିନେଏବେ ସିନା ଯତ୍ର ତତ୍ର। ।ନଦନଦୀ ଭରା ଭାରତ ଭୂଖଣ୍ଡପୃଥିବୀର ତିନି
Uncategorised

ପ୍ରଣବଦା

satya
ପ୍ରଣବ ମୂଖାର୍ଜୀBy ସତ୍ୟ ପ୍ରକାଶ ସେଠୀପ୍ରଣବ ମୂଖାର୍ଜୀ ଥିଲେ ପୁର୍ବତନଭାରତର ରାଷ୍ଟ୍ରପତିବିଚକ୍ଷଣ ବୁଦ୍ଧି ବଳିଷ୍ଠ ବ୍ୟକ୍ତିତ୍ଵଅତି ପ୍ରତ୍ୟୁତ୍ପନ ମତି।।ହଠାତ୍ ଦେହାନ୍ତ ଖବର ଦୁଃଖଦଦେଶକୁ ଶକତ ଧକ୍କାଭଗବାନ ଲୀଳା ସ୍ରୁଷ୍ଟି ସଂରଚନାଅଦୃଷ୍ଟ ହାତରେ ବନ୍ଧା।।ପ୍ରଣବ ମୂଖାର୍ଜୀ
Uncategorised

ଖାଦ୍ୟ ଦିବସ

satya
ଖାଦ୍ୟ ସୁରକ୍ଷା ଦିବସBy ସତ୍ୟ ପ୍ରକାଶ ସେଠୀଜାଣିଛ କି ବନ୍ଧୁ ଏକ ତୃତୀୟାଂଶଖାଦ୍ୟ ପଦାର୍ଥ ଯେ ନଷ୍ଟଟିକିଏ ସଚେତ ସଚେତନ ହେଲେପାଇବାନି ଆନ୍ନ କଷ୍ଟ।।କୋଭିଡ କାଳର ମହାମାରୀ ହେତୁଖାଦ୍ୟାଭାବ ଯାଏ ବଢ଼ିହା ଅନ୍ନ ଚିତ୍କାର
Uncategorised

ବ୍ଲାକ୍ ଟପ୍

satya
ବ୍ଲାକ୍ ଟପ୍—-by ସତ୍ୟ ପ୍ରକାଶ ସେଠୀଚାଇନା ସାଙ୍ଗକୁ ପାକିସ୍ଥାନ ମିଶିଯୁଦ୍ଧ କରିବାକୁ ମନହେଲେ ଭାରତକୁ ଦେବା ପରାଭବସହଜ ହେବନି ଧନ।।ଚାଇନା ଭାରତ ମୁହାଁମୁହିଁ ଆଜିସୀମାନ୍ତରେ ସୈନ୍ୟ ଦଳବ୍ଲାକ୍ ଟପ୍ କଲା କବଜା ଭାରତଦେଖାଇଲା ନିଜ
Uncategorised

ଶାନ୍ତି

satya
ଶାନ୍ତି ଦିବସ 21/9By ସତ୍ୟ ପ୍ରକାଶ ସେଠୀଯୁଦ୍ଧ ବିରତିକୁ ଶାନ୍ତି ଓ ଅହିଁସାଆହ୍ଵାନ ଜାତି ସଂଘରଆଜିର ଏ ବିଶ୍ଵ ଶାନ୍ତି ଦିବସରେଶାନ୍ତି ପାଇଁ ଦିଅ କର।।ଆହେ ବିଶ୍ଵବାସୀ ପରିଜନ ବର୍ଗଶାନ୍ତି ବିନା ନାହିଁ ଗତିଶାନ୍ତିରେ
Uncategorised

ଓଜନ ସ୍ତର

satya
ଓଜନ ସ୍ତରBy ସତ୍ୟ ପ୍ରକାଶ ସେଠୀମୋଣ୍ଟରିଲ ଚୁକ୍ତି ଅନୁଯାୟୀ ପରାଆରୋଗ୍ୟ(heal) କରିବା ଆମେଓଜନ ସ୍ତର ଯେ କମୁଥିଲା ବେଳେପ୍ରତିକାର କଥା ଯମେ।।ବାୟୁ ମଣ୍ଡଳରେ ମୁଖ୍ୟ ବୈଭବ ଯେଓଜନ ସ୍ତରଟି ଜାଣେଯାହାର ସୁରକ୍ଷା ହୋଇ ନପାରିଲେବିପଦ
Uncategorised

ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ

satya
ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସBy ସତ୍ୟ ପ୍ରକାଶ ସେଠୀଗଣତନ୍ତ୍ର ରାଷ୍ଟ୍ର ଜନ ହିତକରଯେଉଁଠି ଗଣଙ୍କ କଥାଗୁରୁତ୍ୱପୂର୍ଣ୍ଣଟି ସର୍ବାଗ୍ରେ ଯେ ଗଣ୍ଯସରକାର ବୁଝେ ବ୍ୟଥା।।ନୁହଁଇ ଏହା ଯେ ଆଧୁନିକ ସ୍ରୁଷ୍ଟିବେଦର ବିଚାରଧାରାସଭା ଓ ସମିତି ବେଦ ଶବ୍ଦ
Uncategorised

ହିନ୍ଦୀ ଦିବସ

satya
ହିନ୍ଦୀ ଦିବସ-14.septBy ସତ୍ୟ ପ୍ରକାଶ ସେଠୀହିନ୍ଦୀ ଭାରତର ଲୋକ ପ୍ରିୟ ଭାଷାକହନ୍ତି ଯେ ବଡ଼ କିଷାସମ୍ବିଧାନ ଦ୍ଵାରା ମାନ୍ୟତା ପାଇଣହିନ୍ଦୀ ହେଲା ରାଷ୍ଟ୍ର ଭାଷା। ।ଦେବନାଗରୀର ଲିପିରେ ଲିଖିତସମୃଦ୍ଧ ତା’ର ସାହିତ୍ୟଭାଷା ଜାତି ଧର୍ମ
Uncategorised

ପ୍ରାଥମିକ ଚିକିତ୍ସା

satya
ପ୍ରାଥମିକ ଚିକିତ୍ସାFirst Aid Day 14 SeptBy ସତ୍ୟ ପ୍ରକାଶ ସେଠୀଆନ୍ତର୍ଜାତିୟ ପ୍ରାଥମିକ ଚିକିତ୍ସାଦିବସ ପାଳିତ ହୁଏସେପ୍ଟେମ୍ବର୍ ମାସ ଚଉଦ ତାରିଖଉପଯୁକ୍ତ ମନେ ହୁଏ।।ରୋଗ ପାଇଁ ସଦା ଡାକ୍ତର ପାଖକୁଯିବା କି ସମ୍ଭବପରଡାକ୍ତରଖାନାକୁ ସଦା
Uncategorised

ଭି. ଜେ. ଡେ

satya
ଭି. ଜେ. ଡେ-2nd Septଆଜିର ଏ ଦିନେ ଜାପାନ ହାରିଲାଯୁଦ୍ଧର ସମାପ୍ତି ହେଲାମିଶୋରୀ ପ୍ରାନ୍ତରେ ଆମେରିକା ଠାରେଆତ୍ମ ସମର୍ପଣ କଲା ।।ଛୋଟିଆ ବାଳକ (Little boy) ବିସ୍ଫୋଟକ ବଡ଼ବିଶ୍ଵ ଗଲା ତାକୁ ଡରିହେଲେ ସେ

Login

X

Register