କବିତାବନ୍ୟା ବିଭୀଷିକା kerala floodsatya21st August 201821st August 2018 by satya21st August 201821st August 201801203 ବନ୍ୟା ସତେ କେତେ ଦାରୁଣ ହୁଏଟି କେରଳ ତା ‘ମୂକ ସାକ୍ଷୀ ନିରନ୍ନ ଜନତା ବାସହରା ଆଜି ଶରଣାପନ୍ନ ପ୍ରାୟଟି ।। ପ୍ରକୃତି ବେଭାର ଦୁରୂହ ବେପାର ଅଦ୍ଭୁତ ସୃଷ୍ଟି ରହସ୍ୟ ଛାର ମାନବରେ