କବିତାସେ କ’ଣ ମୋ ଅନ୍ତରଙ୍ଗsatya21st July 2019 by satya21st July 20190679 ସେ ମୋତେ କିଛି ଦେଇ ନାହିଁ କି ମୋଠୁଁ କିଛି ପାଇ ନାହିଁ। ହେଲେ ମୋ ସମୟତକ ଲୁଟି ନେଇ ଦେଇଛି ମୋ ଏକଲା ପଣକୁ ଲୁଚାଇ ମୁଁ ଖାଲରେ ପଡ଼େ ଅଥବା ଢିପରେ