କବିତାପ୍ରେରଣାର ଉତ୍ସsatya25th August 201825th August 2018 by satya25th August 201825th August 20180757 ବାପା! ତୁମେ ଯେଣୁ ପୁରୁଷ ଉତ୍ତମ ତୁମ କର୍ମ ପ୍ରବଣ ଜୀବନାଦର୍ଶ ମୋ ପାଇଁ ପାଲଟେ ପ୍ରେରଣାର ଉତ୍ସ ତୁମ ହାତ ଧରି ଚାଲେ କେଯାଏଁ ବାଟ ଶିଖିଛି ତ ତହୁଁ କେତେ ଦୁନିଆରଦାରି