କବିତାରୁଣୁ ଝୁଣୁ ରଣsatya14th October 201814th October 2018 by satya14th October 201814th October 20180865 ମଙ୍ଗୁଆଳ ଭାଇ ଅଗ୍ରଗାମୀ କିଏ ଜାଗ୍ରତ ପ୍ରହରୀ ତୁମେ ପରା ସିଏ? ଗଣତନ୍ତ୍ରେ ପରା ତୃତୀୟ ନେତ୍ର ଯେ ସ୍ତମ୍ଭ ପ୍ରଥମଟି ତୁମକୁ ସେ କହେ? ତହୁଁ ଶୋଇଲେ କି ଚଳିବ କି ଏଠି