କବିତାମନ ପରା ଗଙ୍ଗା ଜଳsatya3rd August 20183rd December 2018 by satya3rd August 20183rd December 201801007 ବହୁ ଦରକାରୀ ଜାଣି ରଖିଥାଅ ହେଲେ ହେଉ ତ୍ରୁଟି ଜନେ ଆଚରଣେ ଅବା କ୍ରିୟା କ୍ରମେ କିନ୍ତୁ ହୃଦ ଥାଉ ଠିକ୍ ସ୍ଥାନେ।। ହୃଦୟ ଯାହାର ଅଟଇ ନିର୍ମଳ ମନ ପରା ଗଙ୍ଗା ଜଳ