କବିତାଦାଢପଣsatya20th July 2019 by satya20th July 20192 639 ଦାଢପଣ ——–by ସତ୍ୟ ପ୍ରକାଶ ସେଠୀ ଆଜି ସରକାରୀ ଦପ୍ତରର ପିଅନଠୁଁ ରାସ୍ତାକଡର ଭିକାରୀ ଯାଏଁ ଖୋଜେ ଟଙ୍କା ଦଶ ପଚାଶ ଟଙ୍କାକର ଉତ୍କୋଚଟିଏ ସାମନ୍ୟରୁ ଅତି ସାମାନ୍ୟ କାମ ସକାଶେ ଦିନ ଦ୍ଵିପ୍ରହରରେ