କବିତାବିଶ୍ଵ ଧରିତ୍ରୀ ଦିବସsatya22nd April 201922nd April 2019 by satya22nd April 201922nd April 20190795 ଧରିତ୍ରୀ ପୂରଣ କରେ ମାନବର ସର୍ବନିମ୍ନ ଆବଶ୍ୟକତା ପାରିବନି କିନ୍ତୁ ପୂରଣ କରିଣ ତା’ର ଲୋଭ ଲୋଲୁପତା।।1 ପୃଥିବୀ ସାରା ଯେ ପାଳିତ ହେଉଛି ବିଶ୍ଵ ଧରିତ୍ରୀ ଦିବସ ସକଳ ପ୍ରାଣୀଙ୍କ ସୁରକ୍ଷା ଚିନ୍ତାଟି