Satya Prakash
  • Home
  • Thoughts
  • ଅନ୍ତରୀଣ ଭାବସତ୍ତା thoughts2
Thoughts

ଅନ୍ତରୀଣ ଭାବସତ୍ତା thoughts2

1.The friendship of a friend is very difficult to achieve. After walking and walking and searching a while one might get it at the far end of steadious journey.
କଥା ଦିଅ ବନ୍ଧୁ
ପୁଣି ଯେବେ ହେବ
ତୁମ-ଆମ ଭେଟା ଭେଟି
କ୍ଳାନ୍ତ ବାଟୋଇର
ଏ ଅସରନ୍ତି ପଥେ
ଖାଲି ପଦୁଟିଏ ହସି
କହିବଟି ପୁଣ କଥା
2.Real service is to do something
Without accepting anything in turn.
3.ବନ୍ଧୁ ପରି ବନ୍ଧୁ
ନାହିଁ ଆଉ କେହି
ସେହି ଏକା ବନ୍ଧୁ
ସବୁଠୁଁ ସେ ପ୍ରିୟ।
4.Nor of the business is so busy
But people say always I’m so busy.
5.ମନ ମଧ୍ୟରେ କୁହୁଳୁ ଉଠୁଥିବା
ଅସନ୍ତୋଷକୁ ଯେ କେହି ଚାପି ରଖି
କେବଳ ଦଗ୍ଧୀଭୂତ ହେବା ଦ୍ଵାରା
ସମ୍ପର୍କରେ ବ୍ୟବଧାନ ସିନା ବଢେ
ହେଲେ ସମାଧାନର ବାଟ କି ଫିଟେ?
6.Do as you can
Don’t do as you can’t
But what you say mostly
To your child?
7.କଥା ଦିଅ ବନ୍ଧୁ ଛାଡିବନି କେବେ ସାଥୀ
ସୁଖେ ଦୁଃଖେ ମୋର ହୋଇବ ଟିକିଏ ସାକ୍ଷୀ।।
8.Limit your needs
Reduce your wants
The more you reduce
The greater your happiness.
9.A. ଦରିଦ୍ରତାର ଅଛି ଯେତେ ଯହିଁ କାରଣ
ତହୁଁ ଅନ୍ୟତମ ଅଭିଳାଷାର ଅଭାବ।।
B. ଦରିଦ୍ରତାର ଅଛି ଯେତେ ବା ଉପଚାର
ତହୁଁ ଶ୍ରେୟଷ୍କର ଅଭିଲିପ୍ସା ଜାଗରଣ।।
C. ଭାବନାଟା ଯେଣୁ କରିଥାଏ ଏଡ଼େ ହୀନା
କିଛି କରିବାକୁ ବଳେ କି ତା’ର ସେ ଚିତ୍ତ?
10.win the heart, leave the ego
Share the joy and happiness.
ଖାଲି ଜିଣ – ଛାଡ଼ ବାଣ୍ଟ ତୁମେ
ହୃଦୟ ଜିଣ, ଘମଣ୍ଡ ଛାଡ଼
ଖୁସି ତୁମେ ପରା ବାଣ୍ଟି ଚାଲ
ଖାଲି ଜିଣ ଛାଡ଼ ବାଣ୍ଟ ତୁମେ।।
11.Reasons why I love my friends :
To share joy and happiness.
To learn the secrecy of life.
To speak them what I can’t speak
others.
I love them like anything because
They are something special to me.
12. ପୁଣ୍ୟ କରି ପୁଣ୍ଯ ଜନ
ଲଭେ ସିନା ସ୍ଵର୍ଗ ସୁଖ
ହେଲେ ବନ୍ଧୁର ବନ୍ଧୁତା
ଅବା ମାଆର ମମତା
ମିଳେନି ସବୁରି ଭାଗ୍ୟେ।।
13.Items I never leave home without :
ମୁଁ ଘର ଛାଡିବା ଆଗୁ ଭୁଲି ନଥାଏ
ମୋ ମାଆର କେଇପଦ ମିଠା କଥା
ଯାହା ଆଗୁସାର କରି ନେଇଯାଏ
ମୋତେ ବିନା ଦ୍ୱିଧେ ମୋର କର୍ମ ଭୂମା।।
14. ଯାହା କଥାରେ ନଥଏ ନା’ଟି
ସେଇଟି କି ମୋହର ମାଆଟି।।
15.ସେଦିନ କି ଥିଲା ମୋ ମାଆର କଥା ଗୀତି
ଆଜି ବି ବୋଧେ ସୁନ୍ଦର ଅଛି ତା’ରି ସ୍ମୃତି।।
16 things I want :
ମୁଁ ଚାହେଁ ଦୁନିଆଟା ଗୋଟେ ହୋଇଯା’ନ୍ତା କି?
ପାରସ୍ପରିକ ଏତେଟା ବାଦାନୁବାଦ ହିଂସା, ଦ୍ୱେଷ
17. StatementI:New is very clever and
practical
Statement II:Old is gold
REASONING I:New generation is free
from all blind belief and
deal with scientific
manner.
Reasoning II:Old is more experienced
and judicious.
18.ଆଜିର ବିତର୍କ :ପରିସ୍ଥିତି ପରିବେଶ, ସାମାଜ ଓ ବ୍ୟକ୍ତି
ଭେଦରେ ଧର୍ମ – ସତ୍ୟ – ନ୍ୟାୟର ସଂଜ୍ଞା ବଦଳିବାକୁ
ବାଧ୍ୟ ।ସେହିପରି ପରିସ୍ଥିତି ଓ ପରିବେଶର ସଙ୍ଘାତରେ ବ୍ୟକ୍ତି
ଚରିତ୍ର ପ୍ରାଭାବିତ।।
19. Statement I:ସେକାଳ ପଖାଳ ଏ କାଳେ ନାହିଁ।
StatementII:ଅତୀତ କ’ଣ କେହି କେବେ ଦେଖିଛି
Reasoning :ଏହା ବିକାଶର ପରିପନ୍ଥୀ ନା
ବିକାଶୋନ୍ମୁଖୀ ମାନବର ଅଟ୍ଟହାସ୍ୟ?
20. ଉଦ୍ଦେଶ୍ଯ :ଯେଉଁମାନେ ସମାଜରେ କର୍ମାକ୍ଷମ, ବୁଲି ବୁଲି ବାରଦ୍ୱାରେ ହାତ ପତାନ୍ତି, ଖାଇବାକୁ ମୁଠେ ନପାଇ ମାଟି ମାଆ ପେଟରେ ସଢି ଯାଆନ୍ତି, ଭୋକ ଉପବାସରେ ଡହଳ ବିକଳ ହୋଇ ଆଉଟି ପଉଟି ହୁଅନ୍ତି, ପିନ୍ଧିବାକୁ ଖଣ୍ଡେ ନପାଇ ଶ୍ମସାନରେ ଚିରା ଲୁଗା ଖୋଜି ବୁଲନ୍ତି, ରହିବାକୁ ଖଣ୍ଡେ ନପାଇ ବାରପିଣ୍ଢା ଉଣ୍ଡି ମୁଣ୍ଡ ଗୁଜନ୍ତି, ଦୁଃଖ ତାପରେ ଝଳି ହୋଇ ଆଖିରୁ ଅହରହ ଲୁହ ଝରାନ୍ତି – ସେଇମାନଙ୍କ ଉଦ୍ଦେଶ୍ଯରେ…ମୋର ସୃଷ୍ଟି ସମ୍ଭାର।।

Related posts

ଅନୁଚିନ୍ତା

satya

ଚିନ୍ତା ଚେତନା ଓ ଦ୍ଯୋତନା thoughts-1

satya

ଏକପଦୀ ekapadi

satya

Leave a Comment

Login

X

Register