Satya Prakash
Uncategorised

ମହାଳୟା

ମହାଳୟା
By Satya Prakash Sethy
ମହାଳୟା ଏକ ପୁଣ୍ଯତିଥି ପରା
ଯେଉଁଦିନ ଦୁର୍ଗମାତା
ଶିବାଳୟ ଛାଡ଼ି ଧରା ଅଭିମୁଖେ
ଆରମ୍ଭି ଥିଲେ ସେ ଯାତ୍ରା।
ମହିଷାମର୍ଦ୍ଦିନୀ ମହଷାସୁରର
ନିର୍ଦ୍ଧନ ବେଳର କଥା
ଲଢିଥିଲେ କେତେ ଦଶ ଦିନ ବ୍ୟାପୀ
କହେ ସମରର ଗାଥା।
ଶେଷରେ ହାରିଲା ମହିଷାର ବଳ
ଧର୍ମର ହେଲା ତ ଜୟ
ଦେବୀଙ୍କ ମହିମା ସର୍ବତ୍ର ବିଦିତ
ଅସୁରର ପରାଜୟ।
ଧରାଧାମକୁ ମାଆଙ୍କର ଶୁଭ ଆଗମନରେ ସମସ୍ତଙ୍କ ମନରେ ଜାଗୁ ସ୍ନେହ ମମତାର ଅଫୁରନ୍ତ ଆନନ୍ଦ ଉତ୍ସବ ।ଆଧ୍ୟାତ୍ମିକ ଚିତ୍ତବୃତ୍ତିର ଉତ୍ତରଣ ନିମନ୍ତେ ଏହି ଏକାଦଶ ଦିବସ ବ୍ୟାପୀ ପବିତ୍ରତାର ଓ ଧର୍ମୀୟ ଭାବନାରେ ସମସ୍ତେ ଉଦବୁଦ୍ଧ ହୁଅନ୍ତୁ।14th October

Related posts

ଦରମା

satya

A great get together and farewell ceremony of Pandit in my Tarago High school conducted under my anchoring and stage management of

satya

ପ୍ରାଥମିକ ଚିକିତ୍ସା

satya

Login

X

Register