Satya Prakash
Uncategorised

ପ୍ରାଥମିକ ଚିକିତ୍ସା

ପ୍ରାଥମିକ ଚିକିତ୍ସା
First Aid Day 14 Sept
By ସତ୍ୟ ପ୍ରକାଶ ସେଠୀ
ଆନ୍ତର୍ଜାତିୟ ପ୍ରାଥମିକ ଚିକିତ୍ସା
ଦିବସ ପାଳିତ ହୁଏ
ସେପ୍ଟେମ୍ବର୍ ମାସ ଚଉଦ ତାରିଖ
ଉପଯୁକ୍ତ ମନେ ହୁଏ।।
ରୋଗ ପାଇଁ ସଦା ଡାକ୍ତର ପାଖକୁ
ଯିବା କି ସମ୍ଭବପର
ଡାକ୍ତରଖାନାକୁ ସଦା ସର୍ବଦା ଯେ
ଯିବାକୁ ହୁଏନି ତର।
ବେଳେ ବେଳେ ତେଣୁ ପ୍ରାଥମିକ ସେବା
ଉପଯୋଗ ହୋଇପାରେ
ପାଖରେ ଥିଲେ ତ ଫାଷ୍ଟ ଏଡ୍ ବକ୍ସ
ରୋଗୀ ସେବା କରି ପାରେ।।
ରଖ ପ୍ରାଥମିକ ଚିକିତ୍ସା ସମାଗ୍ରୀ
ନିଜ ପାଖେ ମହଜୁଦ
ଦରକାର ବେଳେ କର୍ମରେ ଆସିବ
ହଟିବ ଆସୁ ବିପଦ।।
ଜରୁରୀ କାଳୀନ ପରିସ୍ଥିତି ବେଳେ
ନିଶ୍ଚେ ହେବ ସହାୟକ
କେତେକ ସମାଗ୍ରୀ ପାଖରେ ଥିଲେ ତ
ବର୍ତ୍ତିବ ପୀଡିତ ଲୋକ।।
Happy first aid day

Related posts

Happy tea day

satya

ମ୍ୟାଲେରିଆ ଦିବସ

satya

ଜାତୀୟ କ୍ରୀଡା ଦିବସ

satya

Leave a Comment

Login

X

Register