Satya Prakash
କବିତା

ବଞ୍ଚିବାକୁ ମୁଁ ଜୀବନ ବୁଝେ

ପ୍ରତ୍ୟେହ ଏଠି କାହାଣୀ ନୂଆ ନୂଆ
ଜୀବନଟା ଲାଗେ ଭାରି ଅଧା ଅଧା
ତଥାପି ବଞ୍ଚିବାର ମୋହ ଭିଡ଼ି କି ଧରେ
ଜୀବନଟା ମୁଁ ବାଜି ଲଗାଇ ଖେଳେ
ସୁଖ ହେଉ ଅବା ଦୁଃଖ ଅପ୍ରମିତ
ସବୁ କିଛି କେମିତି ଆପଣାର ମଣି
ବଞ୍ଚିବାକୁ ମୁଁ ଜୀବନ ବୁଝେ। ।

Related posts

ଘର ଢିଙ୍କି କୁମ୍ଭୀର

satya

କାଉ ଓ କୋଇଲି

satya

ଭୋଟ ନିଶ୍ଚେ ଦେବା

satya

Leave a Comment

Login

X

Register