Satya Prakash
Uncategorised

ରଜ ସଜବାଜ

ରଜ ସଜବାଜ
By ସତ୍ୟ ପ୍ରକାଶ ସେଠୀ
ରଜ ସଜବାଜ ଚାଲିଛିରେ ଭାଇ
ବରଷକେ ପରା ଥରେ
ସାଙ୍ଗସାଥି ମେଳେ ଖେଳିବାରେ ଦୋଳି
ଘିରି ଘିରି ବୁଲି ଭେରେ।।
କରିବାନି ଡ଼େରି ସକାଳୁ ସକାଳୁ
ବିଛଣାରୁ ଯିବା ଉଠି
ନୂଆ ଲୁଗା ପଟା ପାଟ ମଠା ଆଦି
ପିନ୍ଧିବାରେ ମାଠିମାଠି। ।
ସାହି ଭାଇ ବନ୍ଧୁ ଏକାଠି କରିଣ
ପକାଇବା ତାସ ପାଲି
ହାରିବ ଯିଏ ସେ ଦେବ ସେ କୁକୁଡ଼ା
ଖାଇବା ମାଉଁସ ଛେଲି।।
Happy Raja

Related posts

ବାପାମାନେ

satya

ନୀଲଠା ପ୍ରେମ

satya

ଆନବାସୀ

satya

Leave a Comment

Login

X

Register